ETV Bharat / international

ଚୀନ ଭୂକମ୍ପରେ 11 ମୃତ, 122 ଆହତ - china

ଚୀନରେ ଜୋରଦାର ଭୂକମ୍ପ ଝଟକା। ଏଥିରେ 11 ମୃତ, 122 ଆହତ। ଦେଶର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସିଚୁଆନ ପ୍ରଦେଶରେ ସୋମବାର ରାତ୍ରି ସମୟରେ ଅନୁଭୂତ ହୋଇଛି ଭୂକମ୍ପର ଝଟକା ।

ଫାଇଲ ଫଟୋ
author img

By

Published : Jun 18, 2019, 10:53 AM IST

Updated : Jun 18, 2019, 12:08 PM IST

ଚୀନ: ଶକ୍ତିଶାଳୀ ଭୂକମ୍ପରେ ଚୀନରେ 11 ମୃତ । ଏହାର ତୀବ୍ରତା ରିକ୍ଟର ସ୍କେଲର 6.0 ରେକର୍ଡ କରାଯାଇଛି । ଦେଶର ଦକ୍ଷିଣପଶ୍ଚିମ ଦିଗରେ ଅବସ୍ଥିତ ସିଚୁଆନ ପ୍ରଦେଶରେ ସୋମବାର ରାତ୍ରି ସମୟରେ ଅନୁଭୂତ ହୋଇଥିଲା ଏହାର ଝଟକା। ଭୂକମ୍ପରେ 122 ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି।

earthquake
ଭୂକମ୍ପ ପାଇଁ ବିଲଡିଂ ବାହାରେ ଲୋକଙ୍କ ଭିଡ ।

ଚୀନ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ , ଭୂକମ୍ପ ରାତି ପ୍ରାୟ 10.55 ସମୟରେ ଅନୁଭୂତ ହୋଇଥିଲା । ଏହା କେନ୍ଦ୍ରସ୍ଥଳଠାରୁ 16 କିମି ଗଭୀରତାରେ ସୃଷ୍ଟି ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ଚୀନ ଜରୁରୀକାଳୀନ ବିଭାଗ ସମସ୍ତ ସୁବିଧା ଯୋଗାଇଦେବାକୁ ବିପର୍ଯ୍ୟୟ ପରିଚାଳନା ଦଳକୁ ସଜାଗ ରଖାଯାଇଛି।

ଭୂକମ୍ପ ପାଇଁ ଚୀନର ମୁଖ୍ୟ ରାସ୍ତା ଓ ବିଭିନ୍ନ ପ୍ରଦେଶରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହା ପୂର୍ବରୁ ଚୀନରେ ଲଗାତର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା 5.3 ମଧ୍ୟରେ ରହିଛି ।

Intro:ଧଳା ଜହର ବଳୟରେ ବାଲେଶ୍ୱର। ବିଭିନ୍ନ ସମୟରେ ପୋଲିସ ବ୍ରାଉନ ସୁଗର ଜବତ କରିଥିବା ବେଳେ ଆଜି ଏକ ବଡ଼ ଗ୍ୟାଙ୍ଗ ସହ 1କିଲୋ ବ୍ରାଉନ ସୁଗର ଜବତ କରିବାରେ ସହଦେଵଖୁଣ୍ଟା ପୋଲିସ ଧରିବାରେ ସଫଳ ହୋଇଛି।
Body:ଦହପଡା ଅଞ୍ଚଳରୁ ବିପୁଳ ବ୍ରାଉନ ସୁଗର୍ ଜବତ ସହ ଏକ କାର ଓ ବୁଲେଟ କୁ ଜବତ କରିଛି ପୋଲିସ । ଜବତ ବ୍ରାଉନ ସୁଗର ଓଜନ ଏକ କିଲୋଗ୍ରାମ ହେବେ ବୋଲି ଜଣାପଡିଛି ଏହାସହ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଜବତ ବ୍ରାଉନ ଶୁଗର ର ଅନ୍ତ ରାଷ୍ଟ୍ରୀୟ ବଜାରରେ ମୂଲ୍ୟ ଏକ କୋଟି ରୁ ଉର୍ଦ୍ଧ ହେବା ବୋଲି ଜଣାପଡିଛି ।
Conclusion:ଗିରଫ ମାନେ ବିଭିନ୍ନ ସମୟରେ ବ୍ରାଉନ ସୁଗାର ଚାଲାଣ ଅଭିଯୋଗରେ ସଂପୃକ୍ତ ରହିଥିବା ଜଣାପଡିଛି । ଗିରଫ ମାନେ ହେଲେ ଜଳେଶ୍ଵର ରାଜପୁର ଅଞ୍ଚଳର ଏସ କେ ମକସଦ ଓ ଏସ କେ ରାଜୁ , ଏସ କେ ହୁସେଇନ, ଏସ କେ ଜାମସେଦ ଅଲ୍ଲୀ। ଏମାନେ ସମସ୍ତେ ବାଲେଶ୍ୱର ସହର ଅରଡ ବଜାର ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତେ ଦିନରେ ମାଛ ବ୍ୟବସାୟ କରନ୍ତି ଓ ରାତିରେ ବ୍ରାଉନ ଶୁଗାର ଭଳି ରାକେଟ ରେ ଏମାନେ ସଂପୃକ୍ତ ରୁହନ୍ତି ବୋଲି ଜଣାପଡିଛି ।
Last Updated : Jun 18, 2019, 12:08 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.