ETV Bharat / international

କୋରୋନା ଲକ୍ଷଣ ଓ ପ୍ରତିଷେଧକ ନେଇ କଣ କହୁଛନ୍ତି ନ୍ୟୁରୋ ବାୟୋଲୋଜିଷ୍ଟ ପବିତ୍ର କୁମାର ସାହୁ... - corona symptoms

ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ, କୋରୋନା ବା କୋଭିଡ୍‌-19 । ତେବେ ଏହା କଣ ? ଏହାର ଲକ୍ଷଣ କଣ ? ଏହାର ପ୍ରତିଷେଧକ କେବେ ଆସିବ ? କେବେ ଦୂର ହେବ ଏ ଭୟ ? ଏ ତମାମ ପ୍ରଶ୍ନର ଉତ୍ତର ସୂଦୁର ଆମେରିକାରୁ ଦେଇଛନ୍ତି ନ୍ୟୁରୋ ବାୟୋଲୋଜିଷ୍ଟ ପବିତ୍ର କୁମାର ସାହୁ ।

Pabitra Kumar Sahu
କୋରୋନା ଲକ୍ଷଣ ଓ ପ୍ରତିଷେଧକ ନେଇ କଣ କହୁଛନ୍ତି ନ୍ୟୁରୋ ବାୟୋଲୋଜିଷ୍ଟ ପବିତ୍ର କୁମାର ସାହୁ...
author img

By

Published : May 4, 2020, 9:00 PM IST

ଭୁବନେଶ୍ବର: କୋରୋନା କାୟାରେ ସାରା ବିଶ୍ବ ! ସାଧାରଣ ଜୀବନ ଠାରୁ ଆରମ୍ଭ କରି ସାମାଜିକ ସମ୍ପର୍କ ଏବେ ବିପନ୍ନ ଓ ବିଚ୍ଛିନ୍ନ ! ଦୀର୍ଘ ମାସେ ଧରି ଲୋକେ ନିଜକୁ ତାଲାବନ୍ଦ କରି ରଖିଛନ୍ତି। ଯାହାଫଳରେ ଅତ୍ୟାଧୁନିକତାର ସାମାଜିକ ଚଳଣୀ ଯେମିତି ଯନ୍ତ୍ରଣା-ଜର୍ଜରିତ। କ୍ଷଣିକରେ ଅସମ୍ଭବକୁ ସମ୍ଭବ କରିପାରୁଥିବା ମଣିଷ, ଏବେ ଭୂତାଣୁ ଲଢେଇରେ ଧରାଶାୟୀ !

କୋରୋନା ଲକ୍ଷଣ ଓ ପ୍ରତିଷେଧକ ନେଇ କଣ କହୁଛନ୍ତି ନ୍ୟୁରୋ ବାୟୋଲୋଜିଷ୍ଟ ପବିତ୍ର କୁମାର ସାହୁ...

ଆଉ ଏପରି ସ୍ଥିତିରେ ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ, କୋରୋନା ବା କୋଭିଡ୍‌-19 । ତେବେ ଏହା କଣ ? ଏହାର ଲକ୍ଷଣ କଣ ? ଏହା ନହେବା ପାଇଁ କଣ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ? ରୋଗଟି ଏତେ ଶୀଘ୍ର ବିଶ୍ବରେ ବ୍ୟାପୀବାର କାରଣ କଣ ? ରୋଗୀ ଭଲ ହେବା ପରେ ଏହା ପୁଣି ଫେରିବ କି ? ଏହାର ପ୍ରତିଷେଧକ କେବେ ସୁଦ୍ଧା ଉପଲବ୍ଧ ହେବ ? କ୍ବାରେଣ୍ଟାଇନ, ଏହି ରୋଗକୁ ରୋକି ପାରିବ କି ? ଏ ତମାମ ପ୍ରଶ୍ନର ଉତ୍ତର ସୂଦୁର ଆମେରିକାରୁ ଦେଇଛନ୍ତି ନ୍ୟୁରୋ ବାୟୋଲୋଜିଷ୍ଟ ପବିତ୍ର କୁମାର ସାହୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.