ETV Bharat / international

ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଆମେରିକାର ଶୋକବ୍ୟକ୍ତ

ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଆମେରିକାର ବୈଦେଶିକମନ୍ତ୍ରୀ ମାଇକ ପୋମ୍ପିଓ । ପ୍ରଣବଙ୍କ ଦୂରଦର୍ଶୀ ନେତୃତ୍ବ ଆମେରିକା ଏବଂ ଭାରତକୁ ନିକଟତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି ମାଇକ । ଅଧିକ ପଢନ୍ତୁ...

ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଆମେରିକାର ଶୋକବ୍ୟକ୍ତ
ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଆମେରିକାର ଶୋକବ୍ୟକ୍ତ
author img

By

Published : Sep 1, 2020, 8:05 PM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଆମେରିକାର ବୈଦେଶିକମନ୍ତ୍ରୀ ମାଇକ ପୋମ୍ପିଓ । ମାଇକ କହିଛନ୍ତି ଯେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ଶୁଣି ଆମେ ଦୁଃଖିତ । ପ୍ରଣବଙ୍କ ଦୂରଦର୍ଶୀ ନେତୃତ୍ବ ଆମେରିକା ଏବଂ ଭାରତକୁ ନିକଟତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି କଠିନ ସମୟରେ ଆମେରିକା ଭାରତର ନାଗରିକଙ୍କୁ ଗଭୀର ସମବେଦନା ଜଣାଉଥିବା ମାଇକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

1995ରେ ନରସିଂହ ରାଓ ସରକାରଙ୍କ ସମୟରେ ପ୍ରଣବ ଦେଶର ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ବୈଦେଶିକ ବ୍ୟାପାରରେ ପ୍ରଣବ ବେଶ ସିଦ୍ଧହସ୍ତ ଥିବା ବେଳେ ଏହି ସମୟରେ କୂଟନୀତି କ୍ଷେତ୍ରରେ ଦେଶକୁ ଆଗେଇ ନେବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକାସ ଅର୍ଜନ କରିଥିଲେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.