ETV Bharat / international

ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା, 2 ଦିନରେ ନେଲାଣି 4000 ମୁଣ୍ଡ

ବିଶ୍ବର ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା ପ୍ରାୟ 2000 କୋରୋନା ଭାଇରସ୍ ମୃତ୍ୟୁ ରିପୋର୍ଟ କରିଥିବା ଏଫପି ନ୍ୟୁଜ୍ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

author img

By

Published : Apr 9, 2020, 9:46 AM IST

corona death
ଆମେରିକାରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା

ୱାଶିଂଟନ: ସମଗ୍ର ବିଶ୍ବରେ ହାହାକାର ସୃଷ୍ଟି କରିଛି କୋରୋନା ଭାଇରସ । ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭାଇରସ ଚୀନରେ ନିଜର କାୟା ବିସ୍ତାର ପରେ ବର୍ତ୍ତମାନ ସମଗ୍ର ବିଶ୍ବର 200ଟି ଦେଶରେ ହାହାକାର ସୃଷ୍ଟି କରିଛି । ଫଳରେ ବିଶ୍ବର ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ଲଗାତାର ଦ୍ୱିତୀୟ ଦିନ ପାଇଁ ଆମେରିକା ପ୍ରାୟ 2000 କୋରୋନା ଭାଇରସ୍ ମୃତ୍ୟୁ ରିପୋର୍ଟ କରିଥିବା ଏଫପି ନ୍ୟୁଜ୍ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ଇଟାଲୀ, ସ୍ପେନ ପରେ ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାର ଲାଗିଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.