ETV Bharat / international

ଆର୍ମେନିଆ-ଆଜେରବୈଜାନ ଅସ୍ତ୍ରବିରତି ଚୁକ୍ତିନାମାକୁ ସ୍ବାଗତ କଲା ମିଳିତ ଜାତିସଂଘ - Armenia-Azerbaijan cease-fire agreement

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଆମେରିକା, ଆର୍ମେନିଆ ଏବଂ ଆଜେରବୈଜାନର ମିଳିତ ବିବୃତ୍ତିକୁ ସ୍ବାଗତ କରିଛି । ସେମାନେ ଘୋଷଣା କରିଛନ୍ତି ଯେ ମାନବିକ ଅସ୍ତ୍ରବିରତି ଚୁକ୍ତି ଆଜିଠାରୁ କାର୍ଯ୍ୟକାରୀ କରାଯିବ। ଅଧକ ପଢନ୍ତୁ..

ମିଳିତ ଜାତିସଂଘ
ମିଳିତ ଜାତିସଂଘ
author img

By

Published : Oct 26, 2020, 2:44 PM IST

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଆମେରିକା, ଆର୍ମେନିଆ ଏବଂ ଆଜେରବୈଜାନର ମିଳିତ ବିବୃତ୍ତିକୁ ସ୍ବାଗତ କରିଛି । ସେମାନେ ଘୋଷଣା କରିଛନ୍ତି ଯେ ମାନବିକ ଅସ୍ତ୍ରବିରତି ଚୁକ୍ତି ଆଜି ଠାରୁ କାର୍ଯ୍ୟକାରୀ କରାଯିବ।

ୟୁରୋପର ସୁରକ୍ଷା ଏବଂ ସହଯୋଗ ସଂଗଠନର (ଓଏସସିଇ) ମିନସ୍କ ଗ୍ରୁପର ସଭାପତିଙ୍କ ସହଯୋଗରେ ଆମେରିକାର ପ୍ରୟାସକୁ ଗୁଟେରସ୍ ପ୍ରଶଂସା କରିଛନ୍ତି। ମହାସଚିବ ଆଶା କରିଛନ୍ତି ଯେ ଦେଶ ମାନେ ସେମାନଙ୍କର ସମସ୍ତ ପ୍ରତିଶ୍ରୁତି ପାଳନ କରିବେ । ନାଗର୍ନୋ-କରାବାଖ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଠୋସ୍ ପଦକ୍ଷେପ ନେବା ସହ ଓଏସସିଇ ମିନସ୍କ ଗ୍ରୁପ୍ ସହ ମିଳିତ ଭାବେ କାର୍ଯ୍ୟ କରିବେ।

1988 ମସିହାରୁ ନାଗର୍ନୋ-କରାବାଖର ପାର୍ବତ୍ୟ ଅଞ୍ଚଳରେ ଆର୍ମେନିଆ ଏବଂ ଆଜେରବୈଜାନ ମଧ୍ୟରେ ବିବାଦ ଲାଗି ରହିଆସିଛି। 1994 ମସିହାରୁ ଯେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା ସେତେବେଳେ ଶାନ୍ତି ଆଲୋଚନା ହୋଇଆସୁଥିଲା କିନ୍ତୁ ସେହି ଅଞ୍ଚଳରେ ସଂଘର୍ଷ ଘଟିଥିଲା ଫଳରେ ଆଲୋଚନା ସ୍ଥଗିତ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.