ETV Bharat / international

ଟ୍ରମ୍ପଙ୍କ ସ୍ବାସ୍ଥାବସ୍ଥା ଥିଲା ଅତ୍ୟଧିକ ସଙ୍କଟାପନ୍ନ !

ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ଜନସାଧାରଣଙ୍କୁ ଦିଆଯାଇଥିବା ସୂଚନା ତୁଳନାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ରହିଥିଲା । ଅଧିକ ପଢନ୍ତୁ...

ଟ୍ରମ୍ପଙ୍କ ସ୍ବାସ୍ଥାବସ୍ଥା ଥିଲା ଅତ୍ୟଧିକ ସଙ୍କଟାପନ୍ନ!

author img

By

Published : Oct 4, 2020, 10:05 PM IST

ୱାସିଂଟନ: ଆମେରିକା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ଯାବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ଥିଲା ବୋଲି ହ୍ବାଇଟ ହାଉସ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି ।

ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ଜନସାଧାରଣଙ୍କୁ ଦିଆଯାଇଥିବା ସୂଚନା ତୁଳନାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ରହିଥିଲା । ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପ ଶୁକ୍ରବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କୋରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କୋରୋନା ସଂକ୍ରମିତ ହେବା ପରେ ଆର୍ମି ହସ୍ପିଟାଲ ୱାଲ୍ଟର ରିଡରେ ଚିକିତ୍ସିତ ହେଉଛନ୍ତି ସେ ।ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.