ETV Bharat / international

କୋରୋନା ସଙ୍କଟ: ବିଶ୍ବସ୍ତରୀୟ ପ୍ରସଙ୍ଗରେ ଫୋନ ଯୋଗେ କଥା ହେଲେ ପୁଟିନ-ଟ୍ରମ୍ପ - ଡୋନାଲ୍ଡ ଟ୍ରମ୍ପ

ରାଷ୍ଟ୍ରପତି ଟ୍ରମ୍ପ ଓ ପୁଟିନ କୋରୋନାଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବିକାଶ ଏବଂ ପ୍ରୟାସ ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 31, 2020, 6:10 PM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୋଭିଡ -19 ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା ପାଇଁ ଫୋନରେ ଆଲୋଚନା କରିଥିଲେ। ହ୍ବାଇଟ ହାଉସ୍ ଏହି ସୂଚନା ଦେଇଛି।

ରାଷ୍ଟ୍ରପତି ଟ୍ରମ୍ପ ଓ ପୁଟିନ କୋରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବିକାଶ ଏବଂ ପ୍ରୟାସ ଉପରେ ଆଲୋଚନା କରିଛନ୍ତି ।

ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଦୁଇ ନେତା ଜି -20 ମାଧ୍ୟମରେ ମିଳିତ ଭାବରେ ଭାଇରସକୁ ପରାସ୍ତ କରିବା ଓ ଆନ୍ତର୍ଜାତୀୟ ଅଭିଯାନ ଚଳାଇ ବିଶ୍ବ ଅର୍ଥନୀତିକୁ ପୁନଃ ଉଦଜୀବିତ କରିବାକୁ ସହମତ ହୋଇଥିଲେ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.