ETV Bharat / international

ଆମେରିକାର ହେଣ୍ଡୁରାସରେ ବିମାନ ଦୁର୍ଘଟଣାଗ୍ରସ୍ତ, 4 କାନାଡିଆନ୍‌ ମୃତ

ହେଣ୍ଡୁରାସର ରୋଆତନ ଦ୍ବୀପ ତଟରେ ବିମାନ ଦୁର୍ଘଟଣାଗ୍ରସ୍ତ । ସମୁଦାୟ 5 ଜଣଙ୍କର ମୃତ୍ୟୁ ।

author img

By

Published : May 20, 2019, 8:02 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ୱାଶିଂଟନ: ହେଣ୍ଡୁରାସର ରୋଆତନ ଦ୍ବୀପରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । 4 ଜଣ କାନାଡିଆନ୍‌ଙ୍କ ସମେତ ଜଣେ ଆମେରିକୀୟ ପାଇଲଟଙ୍କ ମୃତ୍ୟୁ । ଛୁଟି କାଟିବା ପାଇଁ ଆସିଥିବାବେଳେ ଏପରି ଅଘଟଣ ଘଟିଥିବା ସୂଚନା ।

ଏୟାରପୋର୍ଟରୁ ଉଡିବା ଆରମ୍ଭ କରିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଦୁର୍ଘଟଣାରେ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ପରେ ରୋଆତନର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣାର କାରଣ ଜଣାପଡିନାହିଁ । ପର୍ଯ୍ୟଟକମାନେ ରୋଆତନର 77 କିଲୋମିଟର ଦୂରରେ ଥିବା ଏକ ସହରକୁ ଯାଉଥିବା ସମୟରେ ଏପରି ହୋଇଥିବା ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.