ETV Bharat / international

କୋଭିଡ ପାଇଁ ହେବନି ‘ଟିସିଏସ ନ୍ୟୁୟର୍କ ସିଟି ମାରାଥନ’

କୋରୋନା ଯୋଗୁଁ କ୍ରୀଡ ଜଗତ ବିଶେଷ ପ୍ରଭାବିତ ହୋଇଛି । କୋଭିଡକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ହେବାକୁ ଥିବା ମାରାଥନ ମଧ୍ୟ ବାତିଲ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jun 25, 2020, 2:27 AM IST

କୋଭିଡ ପାଇଁ ହେବନି ‘ଟିସିଏସ ନ୍ୟୁୟର୍କ ସିଟି ମାରାଥନ’
କୋଭିଡ ପାଇଁ ହେବନି ‘ଟିସିଏସ ନ୍ୟୁୟର୍କ ସିଟି ମାରାଥନ’

ନ୍ୟୁୟର୍କ: ମହାମାରୀ କୋରୋନା ଏବେ ସାରା ବିଶ୍ବକୁ ଗ୍ରାସ କରିଛି । ଭୟରେ ଘକୁ ବାହାରୁ ନାହାଁନ୍ତି ଲୋକେ । ସାମାଜିକ ଦୂରତା ବଜାୟ ରଖିବା ଏକମାତ୍ର ଔଷଧ । ଏପରିସ୍ଥଳେ କ୍ରୀଡ ଜଗତ ବିଶେଷ ପ୍ରଭାବିତ ହୋଇଛି । ବର୍ତ୍ତମାନ ଆଗକୁ ଥିବା ସମସ୍ତ ଖେଳ ପ୍ରତିଯୋଗିତାକୁ ବାତିଲ କରିବାକୁ ମଧ୍ୟ ବାଧ୍ୟ ହେଉଛନ୍ତି ଆୟୋଜକ । କୋଭିଡକୁ ଦୃଷ୍ଟିରେ ରଖି ନ୍ୟୁୟର୍କରେ ହେବାକୁ ଥିବା ମାରାଥନ ମଧ୍ୟ ବାତିଲ କରାଯାଇଛି ।

ସୂଚନା ଥାଉକି ନଭେମ୍ବର 1 ତାରିଖରେ ହୋଇଥାନ୍ତା ‘ଟିସିଏସ ନ୍ୟୁୟର୍କ ସିଟି ମାରାଥନ’ । ତେବେ କୋରୋନା ପାଇଁ ଏହାକୁ ବନ୍ଦ କରାଯାଇଛି ବୋଲି ନ୍ୟୁୟର୍କ ସିଟି ମାରାଥନ ପକ୍ଷରୁ ଟ୍ବିଟର ଯୋଗେ ସୂଚନା ଦିଆଯାଇଛି । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀ, ଦର୍ଶକ ଏବଂ ସ୍ବେଚ୍ଛାସେବୀଙ୍କୁ ଦୃଷ୍ଟିରେ ରଖି ଏହି ମାରାଥନକୁ ବନ୍ଦ କରିଦିଆଯାଇଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.