ETV Bharat / international

'ଅନ୍ୟଦେଶକୁ ଦ୍ରବ୍ୟ ରପ୍ତାନି କରୁ ପାକିସ୍ତାନ, ଆତଙ୍କବାଦୀ ନୁହେଁ' - US

ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାଲଟିଥିବା ପାକିସ୍ତାନ ବିରୋଧରେ ବିଶ୍ବ ସମୁଦାୟକୁ ଏକଜୁଟ କରିବାରେ ସଫଳ ହେଉଛି ଭାରତ । ବହୁଦେଶ ଏହି ସମୟରେ ଭାରତ ସହ ଛିଡା ହୋଇଛନ୍ତି । ପୁଲୱାମା ହମଲା ପରେ ଭାରତ-ପାକ ସମ୍ପର୍କରେ ସୃଷ୍ଟି ହୋଇଛି ତିକ୍ତତା । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଏପରିକି ପାକିସ୍ତାନ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 23, 2019, 2:19 PM IST

ନୂଆଦିଲ୍ଲୀ: ପୁଲୱାମା ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ।ବର୍ତ୍ତମାନ ଭାରତ-ପାକ୍ ମଧ୍ୟରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିବା ଟ୍ରମ୍ପ କହିଛନ୍ତି । ଉଭୟ ଦେଶର ସମ୍ପର୍କରେ କିପରି ସୁଧାର ଅଣାଯାଇପାରିବ, ସେ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ଉପରେ ନିଜର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।

  • #WATCH US Pres says, "I stopped paying Pak the 1.3 billion dollars that we were paying them. We may set up some meetings with Pak. Pak was taking strong advantage over US. We've had, we've developed a better relationship with Pak over the last short period of time than we had." pic.twitter.com/5b05CKDZvT

    — ANI (@ANI) February 23, 2019 " class="align-text-top noRightClick twitterSection" data=" ">

ଟ୍ରମ୍ପ କହିଛନ୍ତି, ଆମେରିକାଠାରୁ ବହୁ ଫାଇଦା ପାଇ ଆସିଛି ପାକିସ୍ତାନ । ପାକ୍ ସହ ଭଲ ସମ୍ପର୍କ ସୃଷ୍ଟି କରିବାର ପଦକ୍ଷେପ ନେଇଥିଲା ଆମେରିକା । ହେଲେ ପାକିସ୍ତାନ ଯେଉଁସବୁ ପ୍ରତିଶୃତି ପୂରଣ କରିବା କଥା, ତାହା କଲା ନାହିଁ ।ଫଳରେ ପାକିସ୍ତାନକୁ ମିଳୁଥିବା 1.3 ବିଲିୟନ ଡଲାର ସହାୟତାକୁ ଆମେରିକା ବନ୍ତ କରିସାରିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ଆଗକୁ ପାକିସ୍ତାନ ସହ ବୈଠକ ନେଇ ସୂଚନା ଦେଇଛନ୍ତି ଟ୍ରମ୍ପ । ଭାରତ-ପାକ ସମ୍ପର୍କରେ ସୁଧାର ଆଣିବା ପାଇଁ ଆମେରିକା ଚାହୁଁଥିବା କହିଛନ୍ତି ଟ୍ରମ୍ପ ।

  • #WATCH US President Donald Trump says "There’s a terrible thing going on right now between Pakistan and India. It's a very very bad situation and it is a dangerous situation between the two countries. We would like to see it stop. Lot of people were just killed." #PulwamaAttack pic.twitter.com/oZAi4pRVsU

ସେପଟେ ପୁଲୱାମା ହମଲା ପରେ ଆମେରିକାରେ ବି ଶୁଭିଛି ପାକିସ୍ତାନ ବିରୋଧୀ ନାରା । ପ୍ରବାସୀ ଭାରତୀୟମାନେ ନ୍ୟୁୟର୍କରେ ଥିବା ପାକିସ୍ତାନର ବାଣିଜ୍ୟ ଦୂତବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ''ଦେଶକୁ ବିକାଶ କରୁ ପାକିସ୍ତାନ । ଅନ୍ୟଦେଶକୁ ଦ୍ରବ୍ୟ ରପ୍ତାନି କରୁ । ଆତଙ୍କବାଦ ନୁହେଁ । '' ଏଭଳି କିଛି ପୋଷ୍ଟର ହାତରେ ଧରି ବିକ୍ଷୋଭକାରୀ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି ।

Intro:Body:

ବରଫ ତଳେ ହଜିଲା ଗାଁ !

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାନ୍ଦିପୁରା ଜିଲ୍ଲାରେ ବରଫପାତ । ଫଳରେ 20ରୁ ଊର୍ଦ୍ଧ୍ବ ଘର ଭାଙ୍ଗି ଯାଇଛି । ବରଫ ତଳେ ଚାପି ହୋଇ ରହିଛି ଗାଁ । ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବରେ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ବାନ୍ଦିପୁରା ଗୁରେଜ ସେକ୍ଟର ଅନ୍ତର୍ଗତ ଖାଣ୍ଡିଆଲ ଗାଁରେ ଏହି ବରଫପାତ ହୋଇଥିଲା । ଏଥିରେ 18ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ସେହିପରି 28 ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଠିକ ସମୟରେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.