ETV Bharat / international

ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ଆମେରିକା; ସାମରିକ ବିଭାଗକୁ ପ୍ରତିରକ୍ଷା ସଚିବଙ୍କ ପ୍ରଶଂସା - କୋରୋନା

ଆମେରିକା ମୂଲ୍ୟ ଅନୁସାରେ 100ମିଲିୟନ ମେଡିକାଲ ସାମଗ୍ରୀ ଭାରତକୁ ପଠାଇ ସାରିଲାଣି ଆମେରିକା । ଅଧିକ ପଢନ୍ତୁ...

ଭାରତକୁ ମେଡିକାଲ ସାମଗ୍ରୀ  ପଠାଇଲା ଆମେରିକା
ଭାରତକୁ ମେଡିକାଲ ସାମଗ୍ରୀ ପଠାଇଲା ଆମେରିକା
author img

By

Published : May 6, 2021, 10:53 AM IST

ୱାଶିଂଟନ: କୋରୋନା ମହାମାରୀ ସହିତ ଲଢେଇ କରୁଛି ସମଗ୍ର ଭାରତ । ଏନେଇ ଭାରତକୁ ବିଭିନ୍ନ ଦେଶ ସହଯୋଗର ହାତ ବଢାଇଛି । ବୁଧବାର ଆମେରିକାର 4ଟି ସାମରିକ ବିମାନ ମେଡିକାଲ ସାମଗ୍ରୀ ନେଇ ଭାରତରେ ପହଞ୍ଚିଛି । ସାମରିକ ବିଭାଗର ଏହି କାର୍ଯ୍ୟକୁ ସଂମ୍ପୂକ୍ତ ସମସ୍ତଙ୍କ ବୀରତ୍ବ ପ୍ରୟାସ ବୋଲି କହିଛନ୍ତି ୟୁଏସ ପ୍ରତିରକ୍ଷା ସଚିବ ଲୋଡ ଅଷ୍ଟିନ ।

  • So far, we've sent 4 gray tails to India, containing 1m Rapid Diagnostic Tests, 545 Oxygen Concentrators, 1,600,300 N95 masks, 457 Oxygen cylinders, 440 regulators, 220 pulse oximeters and 1 Deployable Ox. Concentration System. It's been a heroic effort from all involved. pic.twitter.com/RJuxJ0KOOf

    — Secretary of Defense Lloyd J. Austin III (@SecDef) May 5, 2021 " class="align-text-top noRightClick twitterSection" data=" ">

ଭାରତ ବର୍ତ୍ତମାନ କୋରୋନା ମହାମାରୀ ସହିତ ଲଢେଇ କରୁଛି । ଫଳରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ କ୍ଷୂର୍ଣ୍ଣ ହୋଇଛି । ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି, ଏ ପର୍ଯ୍ୟନ୍ତ ଭାରତକୁ 545 ଅକ୍ସିଜେନ କନସେଣ୍ଟ୍ରେଟର, 1,600,300 ଏନ95 ମାସ୍କ, 457 ଅକ୍ସିଜେନ ସିଲିଣ୍ଡର,440 ରେଗୁଲେଟର ଓ 220ରୁ ଅଧିକ ଅକ୍ସିମିଟର ପଠାଇସାରିଛି । ଏହି କାର୍ଯ୍ୟ ସମସ୍ତଙ୍କ ପ୍ରୟାସରେ ହୋଇଛି ବୋଲି କହିଛନ୍ତି ପ୍ରତିରକ୍ଷା ସଚିବ ଲୋଡ ଅଷ୍ଟିନ ।

ଏହା ପୂର୍ବରୁ ଶନିବାର ରାତିରେ ଆମେରିକାରୁ ଏକ ବିମାନ 1,000 ଅକ୍ସିଜେନ ସିଲିଣ୍ଡର, ରେଗୁଲେଟର ଓ ବିଭିନ୍ନ ମେଡିକାଲ ଉପକରଣ ନେଇ ଭାରତରେ ଅବତରଣ କରିସାରିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଭାରତକୁ ଆମେରିକାର ସହଯୋଗ ଜାରି ରହିଛି । ଅନ୍ୟ ଏକ ବିମାନରେ ଆମେରିକାରୁ 1000ଅକ୍ସିଜେନ ସିଲିଣ୍ଡର ଓ ମେଡିକାଲ ଉପକରଣ ଭାରତରେ ପହଞ୍ଚିଛି । ଆମେରିକା ମୂଲ୍ୟ ଅନୁସାରେ 100ମିଲିୟନ ମେଡିକାଲ ସାମଗ୍ରୀ ଭାରତକୁ ପଠାଇ ସାରିଲାଣି । ଭାରତକୁ ସହଯୋଗ ପାଇଁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖ୍ୟସଚିବ ଅରିନ୍ଦମ ବାଗଚୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.