ETV Bharat / international

ଚିନ୍ତା ଦୂର କରିବ ଗୁଗୁଲର ସେଲ୍ଫ ଆସେସମେଣ୍ଟ ଟେଷ୍ଟ - ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌

ଲକଡାଉନ ସମୟରେ ଘରେ ବସି ବସି ଅନେକ ଲୋକେ ନାନାଦି କାରଣରୁ ଚିନ୍ତାଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି । ଏହି ସାଧାରଣ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ହଇରାଣ ନକରି ଗୁଗୁଲ କାଢିଛି ସହଜ ସମାଧାନ । ଏବେ ଲୋକଙ୍କ ଚିନ୍ତାର ସମସ୍ୟା ଦୂର କରିବା ପାଇଁ ଗୁଗୁଲ ଆଣିଛି GAD-7(ଜେନେରାଲାଇଜଡ ଆନକ୍ସାଇଟି ଡିସଅର୍ଡର) ।

google to reduce anxiety, google, latest technology news, latest google news, ଚିନ୍ତା ଦୂର କରିବ ଗୁଗୁଲ, ଗୁଗୁଲ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌
ଚିନ୍ତା ଦୂର କରିବ ଗୁଗୁଲର ସେଲ୍ଫ ଆସେସମେଣ୍ଟ ଟେଷ୍ଟ
author img

By

Published : Jun 1, 2020, 12:36 AM IST

ସାନ ଫ୍ରାନ୍ସିସ୍କୋ: ଲକଡାଉନ ସମୟରେ ଘରେ ବସି ବସି ଅନେକ ଲୋକେ ନାନାଦି କାରଣରୁ ଚିନ୍ତାଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି । ଏନେଇ ସର୍ଚ୍ଚ ଇଞ୍ଜିନରେ ଏହାର ସମାଧାନ ଖୋଜୁଥିବା ମଧ୍ୟ ଦେଖାଯାଉଛି । ହେଲେ ଏହି ସାଧାରଣ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ହଇରାଣ ନକରି ଗୁଗୁଲ କାଢିଛି ସହଜ ସମାଧାନ । ଏବେ ଲୋକଙ୍କ ଚିନ୍ତାର ସମସ୍ୟା ଦୂର କରିବା ପାଇଁ ଗୁଗୁଲ ଆଣିଛି GAD-7(ଜେନେରାଲାଇଜଡ ଆନକ୍ସାଇଟି ଡିସଅର୍ଡର) ।

ନ୍ୟାସନାଲ ଆଲାଏନ୍ସ ଅନ ମେଣ୍ଟାଲ ଇଲନେସ (ନାମି) ସହ ଏକାଠି ହୋଇ ଗୁଗୁଲ ଏହି ସୁଯୋଗ ସୃଷ୍ଟି କରିଛି । ତେବେ GAD-7 ଏକ ତଥ୍ୟର ପ୍ୟାନେଲ ଦର୍ଶାଇବ । ଏଥିରେ ଏକ ବକ୍ସରେ ଆପଣ ସର୍ଚ୍ଚ କରୁଥିବା ଅପ୍ସନ ରହିବ । ଏହା ଉପରେ କ୍ଲିକ କରିବା ଦ୍ବାରା ଏକ ଟେଷ୍ଟ ପ୍ରକ୍ରିୟା ଆସିବ । ଯାହାକୁ କ୍ଲିଅର କରିବା ଦ୍ବାରା ଆପଣ କେଉଁ ସବୁ ସମସ୍ୟା ଦେଇ ଗତି କରୁଛନ୍ତି ତାହା ସ୍ପଷ୍ଟ ହେବ । ଏହି ତଥ୍ୟ ମୁତାବକ ପ୍ରଫେସନାଲ ଡାକ୍ତରମାନେ ଆପଣଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇପାରିବେ ।

ତେବେ ଅନଲାଇନ ସର୍ଭେ ଦ୍ବାରା ଆପଣ ଦେଇଥିବା ଉତ୍ତର ଓ ନିଜ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ନେଇ ଗୁଗୁଲ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.