ETV Bharat / international

ଡାର୍କ ମୋଡରେ ଆସିବ ଗୁଗଲ ସିଟ୍ ଓ ଡକ୍ୟୁମେଣ୍ଟ - ଡାର୍କ ମୋଡରେ ଗୁଗଲ ସିଟ୍ ଓ ଡକ୍ୟୁମେଣ୍ଟ

ପୂର୍ବରୁ ଗୁଗଲ ଆପ୍, ଜିମେଲ, ଗୁଗଲ କ୍ୟାଲେଣ୍ଡରରେ ଡାର୍କ ମୋଡ୍ ଆକ୍ଟିଭେଟ୍ ହୋଇସାରିଛି । ତେବେ ଗୁଗଲ ମ୍ୟାପ୍ ଆଣ୍ଡ୍ରଏଡ୍ ଭର୍ସନରେ ଏହି ସୁବିଧା ପାଇଥିବାବେଳେ ଆଇଓଏସ ଭର୍ସନରେ ଏହି ଫିଚର ଉପଲବ୍ଧ ନାହିଁ । ଅଧିକ ପଢନ୍ତୁ...

ଡାର୍କ ମୋଡରେ ଆସିବ ଗୁଗଲ ସିଟ୍ ଓ ଡକ୍ୟୁମେଣ୍ଟ
ଡାର୍କ ମୋଡରେ ଆସିବ ଗୁଗଲ ସିଟ୍ ଓ ଡକ୍ୟୁମେଣ୍ଟ
author img

By

Published : Jul 7, 2020, 5:50 PM IST

ୱାଶିଂଟନ: ଗୁଗଲ ସିଟ୍, ଡକ୍ୟୁମେଣ୍ଟ ଏବଂ ସ୍ଲାଇଡ୍ ଆପ୍ସ ପାଇଁ ଏକ ନୂଆ ଥିମ୍ ବାହାର କରିଛି ଗୁଗଲ । ଏବେ ଏହି ସବୁ ଆପ୍ ପାଇଁ ଏକ ଡାର୍କ ମୋଡ୍ ଫିଚର ଆସିଛି । ଆଗାମୀ 2 ସପ୍ତାହ ମଧ୍ୟରେ ଏହାକୁ ସମସ୍ତ ୟୁଜର୍ସ ବ୍ୟବହାର କରିପାରିବେ ।

ତେବେ ଏହା କେବଳ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ବୋଲି କମ୍ପାନୀ କହିଛି । ଆପ୍ ସେଟିଙ୍ଗରେ ଏହି ଅପସନ ରହିଛି । ଏହାକୁ ଅନ୍ କରି ୟୁଜର୍ସ ଏହାର ଲାଭ ନେଇପାରିବେ । ଏହି ଆପରେ କେବଳ ହ୍ବାଇଟ୍ ମୋଡ୍ ଉପଲବ୍ଧ ରହିଛି । ଯାହାକୁ ଏହି ନୂଆ ଫିଚର ଦ୍ବାରା ଏବେ ଡାର୍କ କରିହେବ ବୋଲି କମ୍ପାନୀ ପ୍ରକାଶ କରିଛି ।

ଯଦି ୟୁଜର୍ସଙ୍କ ଡିଭାଇସରେ ପୂର୍ବରୁ ଡାର୍କ ମୋଡରେ ଥିବ ତେବେ ଆପରେ ଏହାକୁ ଅନ୍ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୁଗଲ କହିଛି । ଗତବର୍ଷ କମ୍ପାନୀ ନିଜର ପ୍ରଥମ ପାର୍ଟି ଆପ୍ ପାଇଁ ଡାର୍କ ମୋଡ୍ ଆଣିବାର ପ୍ରତିଶ୍ରୁତି ଦେଇଥିଲା । ପୂର୍ବରୁ ଏହା ଗୁଗଲ ଆପ୍, ଜିମେଲ, ଗୁଗଲ କ୍ୟାଲେଣ୍ଡରରେ ଏହି ମୋଡ୍ ଆକ୍ଟିଭେଟ୍ କରିସାରିଛି । ତେବେ ଗୁଗଲ ମ୍ୟାପ୍ ଆଣ୍ଡ୍ରଏଡ୍ ଭର୍ସନରେ ଏହି ସୁବିଧା ପାଇଥିବାବେଳେ ଆଇଓଏସ ଭର୍ସନରେ ଏହି ଫିଚର ଉପଲବ୍ଧ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.