ETV Bharat / international

ନୂଆ ଭଏସ ମ୍ୟାଚିଂ ଫିଚର ଟେଷ୍ଟ କରୁଛି ଗୁଗୁଲ

author img

By

Published : May 28, 2020, 11:59 AM IST

ଆସିଷ୍ଟାଣ୍ଟରେ ସ୍ମାର୍ଟ ସ୍ପିକର ଓ ସ୍ମାର୍ଟ ଡିସପ୍ଲେ ବ୍ୟବସ୍ଥା ଉପରେ ଏହି ପରୀକ୍ଷା ହେବ । ନିକଟରେ ଏହାର ଆଧୁନିକ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ଅପଡେଟ୍ କରିଥିଲା ଗୁଗୁଲ । ଅଧିକ ପଢନ୍ତୁ...

ନୂଆ ଭଏସ ମ୍ୟାଚିଂ ଫିଚର ଟେଷ୍ଟ କରୁଛି ଗୁଗଲ
ନୂଆ ଭଏସ ମ୍ୟାଚିଂ ଫିଚର ଟେଷ୍ଟ କରୁଛି ଗୁଗଲ

ୱାଶିଂଟନ: ମଲ୍ଟିନ୍ୟାସନାଲ କମ୍ପାନୀ ଗୁଗୁଲ ଏବେ ନିଜ ଆସିଷ୍ଟାଣ୍ଟରେ ଏକ ନୂଆ ଫିଚର ଉପରେ ଟେଷ୍ଟ କରୁଛି । ଭଏସ ମ୍ୟାଚିଂ ଉପରେ ଏହି ଟେଷ୍ଟ ଚାଲିଛି। ଅନ୍ୟର ଭଏସ ବ୍ୟବହାର କରି କୌଣସି ଠକେଇ କରିବାର ସମ୍ଭାବନା ଥିବାରୁ ଏକ ନୂଆ ସୁରକ୍ଷିତ ପଦକ୍ଷେପ ବାହାର କରିବା ଉପରେ ପରୀକ୍ଷାନିରୀକ୍ଷା ଚଲାଇଛି ଗୁଗୁଲ ଆସିଷ୍ଟାଣ୍ଟ ।

ଆସିଷ୍ଟାଣ୍ଟରେ ସ୍ମାର୍ଟ ସ୍ପିକର ଓ ସ୍ମାର୍ଟ ଡିସପ୍ଲେ ବ୍ୟବସ୍ଥା ଉପରେ ଏହି ପରୀକ୍ଷା ହେବ । ନିକଟରେ ଏହାର ଆଧୁନିକ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ଅପଡେଟ୍ କରିଥିଲା ଗୁଗୁଲ । ଏବେ ପୁଣି ଏହାକୁ ଅଧିକ ସୁରକ୍ଷିତ କରିବାକୁ ଟେଷ୍ଟ ଚାଲିଛି ।

ଆସିଷ୍ଟାଣ୍ଟ ବ୍ୟବହାର କରି ୟୁଜର୍ସ କୌଣସି ସାମଗ୍ରୀ କିଣିପାରିବେ ଅବା ଆର୍ଥିକ କାରବାର କରିପାରିବେ । ହେଲେ ଭଏସ କମାଣ୍ଡ କଣ୍ଟ୍ରୋଲ କରିବାରେ ଫ୍ରଡ ହେବାର ସୁଯୋଗ ରହିଛି । ୟୁଜର୍ସ ଭଏସ ନକଲ କରି ଅନ୍ୟ କେହି ଅର୍ଥ କାରବାର କରିପାରନ୍ତି । ତେବେ ଏହି ପରୀକ୍ଷା ଏବେ କେବଳ ରେସ୍ତୋରାଁ ଅର୍ଡରରେ ଲାଗୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.