ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆମେରିକା - Earthquake hits Cayman Islands & cuba

ଆମେରିକାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ । ପ୍ରଥମେ କ୍ୟୁବା ଓ ପରେ କେମ୍ୟାନ ଦ୍ବୀପରେ ଭୂକମ୍ପ ହୋଇଥିଲା । ରିକ୍ଟର ସେକ୍ଲରେ ତୀବ୍ରତା ରହିଛି 7.7 ଓ 6.1 । ଅଧିକ ପଢନ୍ତୁ..

Earthquake in america
ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆମେରିକା
author img

By

Published : Jan 29, 2020, 5:46 AM IST

ୱାସିଂଟନ: ଆମେରିକାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ । ପ୍ରଥମେ କ୍ୟୁବାରେ 7.7 ତୀବ୍ରତାରେ ଭୂକମ୍ପ ହୋଇଥିବାବେଳେ କିଛି ସମୟର ବ୍ୟବଧାନ ପରେ କେମ୍ୟାନ ଦ୍ବୀପରେ 6.1 ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି ।

ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ ଜାମାଇକା, କେମ୍ୟାନ ଦ୍ବୀପ ଓ କ୍ୟୁବା ମଧ୍ୟରେ 10 କିମି ଗଭୀରତା(6.2 ମାଇଲ)ରେ ଭୂକମ୍ପ ହୋଇଛି । କିଛି କ୍ଷଣ ପାଇଁ ବିଲ୍ଡିଂ ଗୁଡିକ ଥରିବା ଆରମ୍ଭ କରିଥିଲା । ଫଳରେ ମିଆମି ଓ ଜାମାଇକାରେ ଥିବା କାର୍ଯ୍ୟାଳୟ ଗୁଡିକରୁ ଅସ୍ଥାୟୀ ଭାବରେ ଲୋକମାନଙ୍କୁ ତୁରନ୍ତ ସ୍ଥାନନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ଆକଳନର ସୂଚନା ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.