ETV Bharat / international

ଉତ୍ତର ଆମେରିକାରେ ଲାଗିଲା ଭୂକମ୍ପ ଝଟକା, ମିଳିନି କ୍ଷୟକ୍ଷତିର ସୂଚନା

ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ଉତ୍ତର ଆମେରିକାରେ ଗୁରୁବାର ଅନୁଭୂତ ହୋଇଛି ଭୂକମ୍ପ ଝଟକା ।

author img

By

Published : Apr 16, 2020, 9:41 PM IST

earthquake, earthquake in north america, earthquake in honduras, ଭୂକମ୍ପ, ଉତ୍ତର ଆମେରିକାରେ ଭୂକମ୍ପ, ହଣ୍ଡୁରାସରେ ଭୂକମ୍ପ
ଉତ୍ତର ଆମେରିକାରେ ଲାଗିଲା ଭୂକମ୍ପ ଝଟକା, ମିଳିନି କ୍ଷୟକ୍ଷତିର ସୂଚନା

ସାନ୍‌ ସାଲଭାଦୁର: ଗୋଟିଏ ପଟେ କୋରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ଉତ୍ତର ଆମେରିକାରେ ଗୁରୁବାର ଅନୁଭୂତ ହୋଇଛି ଭୂକମ୍ପ ଝଟକା । ବିଳମ୍ବିତ ରାତି ପ୍ରାୟ 2ଟା ବେଳେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରେକର୍ଡ କରାଯାଇଛି ।

ଆମେରିକାର ଭୂତତ୍ତ୍ବବିଦ୍‌ମାନଙ୍କ କହିବା ଅନୁଯାୟୀ ଏହା ଉତ୍ତର ଆମେରିକାର ହଣ୍ଡୁରାସରେ ଅନୁଭୂତ ହୋଇଛି । ତେବେ ଏହି ପ୍ରାକୃତିକ ବିତ୍ପାତରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ହଣ୍ଡୁରାସ ଉପକୂଳଠାରୁ ପ୍ରାୟ 150 କିଲୋମିଟର ଦୂରରେ ଠାବ ହୋଇଛି ।

ତେବେ ଏହି ଭୂକମ୍ପ ନେଇ ପାସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ସ୍ପଷ୍ଟ କରିଛି କି ଏଥିରେ କୌଣସି ଧନ ଜୀବନ ହାନିର ସୂଚନା ରହିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.