ETV Bharat / international

ମନୁଷ୍ୟଠାରୁ ଜଳବାୟୁ ତୀବ୍ର ଗତିରେ ପରିବର୍ତ୍ତନ ହେଉଛି- ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ

ଭୟଙ୍କର ଗତିରେ ଜଳବାୟୁର ପରିବର୍ତ୍ତନ ଘଟୁଥିବା ନେଇ କହିଛନ୍ତି ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ଏଣ୍ଟୋନିଓ ଗୁଟେରେସ ।

author img

By

Published : May 13, 2019, 12:30 PM IST

ଫଟୋ ସୌଜନ୍ଯ: ଏଏନଆଇ

ୱାଶିଂଟନ: ଭୟଙ୍କର ଗତିରେ ଜଳବାୟୁର ପରିବର୍ତ୍ତନ ଘଟୁଛି । ଏନେଇ ରବିବାର ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ଏଣ୍ଟୋନିଓ ଗୁଟେରେସ ଆଙ୍କଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ଜ୍ୟାକିଣ୍ଡା ଅର୍ଡନ ସହ ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି ।

ଅଲ ଜଜିରା ଗୁଟରେସଙ୍କ ଅନୁଯାୟୀ, ଆମେ ଯାହା ସବୁ କରୁଛୁ, ଜଳବାୟୁ ତାହା ତୁଳନାରେ ଅଧିକମାତ୍ରାରେ ପରିବର୍ତ୍ତନ ଘଟୁଛି । ତେଣୁ 4 ବର୍ଷ ହେବ ଅଧିକ ମାତ୍ରାରେ ଗରମ ଅନୁଭୂତ ହୋଇଛି । ଏଥିସହ ସେ କହିଛନ୍ତି, ବିଶ୍ବ ତାପମାତ୍ରାକୁ ବୃଦ୍ଧି ହେବାରୁ 2ଡିଗ୍ରୀ କମ୍ କରିବା ନେଇ ଦେଶଗୁଡିକ 2016ରେ ପ୍ୟାରିସ ଚୁକ୍ତିରେ ପ୍ରତିଶୃତି ଦେଇଥିଲେ। କିନ୍ତୁ ତାହା ସେମାନେ ପାଳନ କରୁନାହାଁନ୍ତି ।

ଏଥିସହ ସେ କହିଛନ୍ତି କୌଣସି ଜିନିଷକୁ ପାଇବାକୁ ହେଲେ ଆମକୁ ସଠିକ ଦିଗରେ ଯିବାର ଅଛି କିନ୍ତୁ ଆମେମାନେ ଅସର୍ମଥ ଯେ ଆମେ ପ୍ୟାରିସ ଚୁକ୍ତିକୁ ସଠିକ ଦିଗରେ ନେଇପାରୁନାହୁଁ । ଯାହା ଫଳରେ ଦିନକୁ ଦିନ ପରିବେଶ ବିଗିଡିବାକୁ ଲାଗିଲାଣି । ତେବେ ଷ୍ଟେଟ ଅଫ୍ ପ୍ଲାନେଟର ରିପୋର୍ଟ ଅନୁଯାୟୀ, ବିଶ୍ବକୁ ଧ୍ବଂସରୁ ବଞ୍ଚାଇବାକୁ ହେଲେ ଆମକୁ ସଠିକ୍ ପଦକ୍ଷେପ ନେବାର ଅଛି ।

ସୂଚନା ମୂତାବକ ଗୁଟେରେସ ଜଳବାୟୁ ପରିବର୍ତ୍ତନରେ ବିଶ୍ବ ପ୍ରତି ଥିବା କ୍ଷତିକୁ ଆକଳନ କରିବା ନେଇ ତିନି ଦିନ ଦକ୍ଷିଣ ପ୍ରାନ୍ତକୁ ଯାତ୍ରା କରିଥିଲେ । ତେବେ ତାଙ୍କର ଏହି ଯାତ୍ରା ସମୟରେ ସେ 2050 ମସିହା ଯାଏଁ ନ୍ୟୁଜଲ୍ୟାଣ୍ଡକୁ କାର୍ବନ ନ୍ୟୁଟ୍ରାଲ କରିବା ଉଦ୍ଦେଶ୍ୟରେ ଏକ ବିଲ୍ ଉପସ୍ଥାପନା କରି ପ୍ରଧାନମନ୍ତ୍ରୀ ଜ୍ୟାକିଣ୍ଡା ଅର୍ଡନଙ୍କ ପ୍ରଶଂସା କରିଥିଲେ ।

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.