ETV Bharat / international

ଆମେରିକା ଜେଲରେ ରହିବ ମୁମ୍ବାଇ ଆକ୍ରମଣର ଦୋଷୀ ତହବ୍ବୁର ରାଣା - America court

ପାକିସ୍ତାନ ସମର୍ଥିତ ଲସ୍କର ଇ ତୋଇବା ଆତଙ୍କବାଦୀ ଗ୍ରୁପ 2008ରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ତହବ୍ବୁଲ ରାଣା । ଅଧିକ ପଢନ୍ତୁ...

ଜେଲରେ ରହିବ ମୁମ୍ବାଇ ଆଟାକର ଦୋଷୀ ତହବ୍ବୁର ରାଣା: ଆମେରିକା

author img

By

Published : Jul 4, 2020, 10:14 PM IST

ଓ୍ବାଶିଂଟନ: ଆମେରିକା କୋର୍ଟ ତହବ୍ବୁର ରାଣାଙ୍କୁ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେିଛନ୍ତି । ଯିଏକି 2008 ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଥିଲା ଓ ଭାରତ ଦ୍ବାରା ପଳାତକ ଘୋଷିତ କରାଯାଇଥିଲା ।

59 ବର୍ଷିୟ ରାଣାଙ୍କୁ ଗତ ମାସ ଜୁନ 10 ତାରିଖରେ ଲସ ଏଞ୍ଜେଲସରେ ଗିରଫ କରାଯାଇଥିଲା । କାରଣ ଭାରତ ତାର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲା । 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବାରୁ ତାକୁ ଗିରଫ କରାଯାଇଥିଲା ଯେଉଁଥିରେ 6 ଜଣ ଆମେରିକୀୟଙ୍କ ସମେତ 166 ଜଣଙ୍କ ମୃତ୍ୟୁ ଘଟିଥିଲା।

ଲସ ଆଞ୍ଜେଲସର ଆମେରିକା ଜିଲ୍ଲା କୋର୍ଟରେରେ ରାଣାର ପ୍ରତ୍ୟର୍ପଣ ମାମଲାର ଶୁଣାଣି ବେଳେ ମାଜିଷ୍ଟ୍ରେଟ ଜଜ ଜୈକଲିନ ଚୁଲଜିଆନ ତାଙ୍କ ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ 21 ପର୍ଯ୍ୟନ୍ତ ରାଣାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଣାକୁ ଏକ ବଡ ବିପଦ କହି ଆମେରିକା ତାର ଜାମିନକୁ ବିରୋଧ କରିଛି । ଏହା ସହିତ ସେ ଯଦି କାନାଡାକୁ ପଳାୟନ କରେ, ତେବେ ଭାରତରେ ହେବାକୁ ଥିବା ମୃତ୍ୟୁଦଣ୍ଡରୁ ବଞ୍ଚିଯାଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.