ETV Bharat / international

ଆଲସ୍କାରେ 7.8 ତ୍ରୀବତାର ଭୂକମ୍ପ, ସୁନାମୀର ଚେତାବନୀ - ସୁନାମୀରେ ଚେତାବନୀ

ମହାମାରୀ କୋରୋନାରେ ଆମେରିକା ଯୁଝି ହେଉଥିବାବେଳେ ବୋଝ ଉପରେ ନଳିତା ବିଡା ସାଜିଲା ଭୂକମ୍ପ । ଆଲସ୍କାରେ 7.8 ତ୍ରୀବତାର ଭୂ-କମ୍ପ ପରେ ସୁନାମୀର ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ...

ଅଲସ୍କାରେ 7.8 ତ୍ରୀବତାର ଭୂ-କମ୍ପ
ଅଲସ୍କାରେ 7.8 ତ୍ରୀବତାର ଭୂ-କମ୍ପ
author img

By

Published : Jul 22, 2020, 12:58 PM IST

Updated : Jul 22, 2020, 1:08 PM IST

ୱାଶିଂଟନ: କୋରୋନା ମହାମାରୀରେ ବେହାଲ ହୋଇପଡିଥିବା ଆମେରିକାରୁ ପୁଣି ଏକ ଝଟକା । ଆମେରିକାର ଆଲାସ୍କାରେ ଅନୁଭୂତ ହେଲା ବଡ ଧରଣ ଭୂକମ୍ପ । ରିକ୍ଟର ସେଲରେ ଭୂ-କମ୍ପର ତ୍ରୀବତା 7.8 ରେକର୍ଡ କରାଯାଇଛି । ଏହି ଭୂକମ୍ପକୁ ଦୃଷ୍ଟିରେ ରଖି ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ବିଭାଗ (USGS) ଦକ୍ଷିଣ ଆଲାସ୍କା ଏବଂ ଅଲାସ୍କା ଉପଦ୍ୱୀପ ପାଇଁ ସୁନାମୀ ଚେତାବନୀ ଦେଇଛି। ଭୂ-କମ୍ପର 200 ମାଇଲ ଦୂରରେ ସୁନାମୀ ସୃଷ୍ଟି ହୋଇଛି ।

ଆଜି (ବୁଧବାର ) ସ୍ଥାନୀୟ ସମୟ 06:12 ସମୟରେ ଆଙ୍କୋରେଜ୍ ଠାରୁ 500 ମାଇଲ ଦକ୍ଷିଣ-ପଶ୍ଚିମରେ ଏବଂ ପେରିଭିଲର ସୁଦୂର ବସ୍ତିର ପ୍ରାୟ 60 ମାଇଲ ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି।

Last Updated : Jul 22, 2020, 1:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.