ETV Bharat / international

ଟ୍ରମ୍ପଙ୍କ ନାମରେ 2 ମିଲିୟନର ଜୋରିମାନା - america news

ଟ୍ରମ୍ପଙ୍କ ନାମରେ 2 ମିଲିୟନର ଜୋରିମାନା । ନିଜ ଚାରିଟି ଫାଉଣ୍ଡେସନର ଟଙ୍କାର ଅପବ୍ୟବହାର ନେଇ ଜୋରିମାନା । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 9, 2019, 1:16 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ 2 ମିଲିୟନର ଜୋରିମାନା । ନିଜ ଚାରିଟି ଫାଉଣ୍ଡେସନର ଟଙ୍କାର ଅପବ୍ୟବହାର ନେଇ ଲାଗୁ ହୋଇଛି ଜୋରିମାନା ।

ସେ 2016 ମସିହାରେ ସଂସଦୀୟ ନିର୍ବାଚନ ପ୍ରଚାରରେ ଏହି ଟଙ୍କା ଖର୍ଚ୍ଚ କରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଜେମ୍ସ ଟ୍ରମ୍ପଙ୍କ ନାମରେ ଜୋରିମାନା ଲାଗୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଜୁନ 2018ରେ ଟ୍ରମ୍ପ ନିଜେ ଟଙ୍କା ନିୟମ ନମାନି ଖର୍ଚ୍ଚ କରିଥିବା ସ୍ବୀକାର କରିଥିଲେ । ଏହାପରେ ଏହି ଫାଉଣ୍ଡେସନ ବନ୍ଦ କରିଦିଆଯାଇଥିଲା । ଫାଉଣ୍ଡେସନର ବଞ୍ଚିଥିବା ପ୍ରାୟ 17 ଲକ୍ଷ ଡଲାର ଟଙ୍କା ଅନ୍ୟ ଏକ ବେସରକାରୀ ଅନୁଷ୍ଠାନକୁ ବଣ୍ଟାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.