ETV Bharat / headlines

ମା'ଙ୍କ ଆଗମନକୁ ଅନାଇ ବସିଛି ପୂଜାମଣ୍ଡପ, ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ - ମୃଣ୍ମୟୀ ମୂର୍ତ୍ତୀରେ ଶେଷ ସ୍ପର୍ଶ

ମା’ଙ୍କ ଆଗମନ ପାଇଁ ପ୍ରସ୍ତୁତ ରହିଛି ପୂଜା ମଣ୍ଡପ । ସେପଟେ ଭକ୍ତଙ୍କ ନିକଟକୁ ଆସିବା ପାଇଁ ମା’ ସଜେଇ ହେଉଥିବାବେଳେ, ଭକ୍ତଗଣ ଉତ୍କଣ୍ଠିତ । ମୃଣ୍ମୟୀ ମୂର୍ତ୍ତୀରେ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି ଶିଳ୍ପୀ କଳାକାର ।

ଡ଼ିଜାଇନ୍ ଫଟୋ
author img

By

Published : Oct 1, 2019, 10:08 PM IST

ଭୁବନେଶ୍ବର: ଶରତ ଋତୁର ଆଗମନରେ ଧରାବତରଣ କରୁବେ ଦୁର୍ଗତୀ ନାଶିନୀ ମା ଦୁର୍ଗା । ମୃଣ୍ମୟୀ ମୂର୍ତ୍ତୀରେ ତୂଳୀଧରି ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି ଶିଳ୍ପୀ । ସମଗ୍ର ରାଜଧାନୀ ଚଳଚଞ୍ଚଳ ହୋଇପଡିଥିବା ବେଳେ ବିଭିନ୍ନ ସାଜସଜ୍ଜାରେ ସଜେଇ ହେଉଛି ପୂଜା ମଣ୍ଡପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ପ୍ରମୁଖ ପୂଜା ମଣ୍ଡପ ମାନଙ୍କରେ ଦେବୀ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀ ମାନଙ୍କ ଦେହରେ ରଙ୍ଗ ଲାଗି ହେଉଛି । ଶିଳ୍ପୀ କଳାକାର ମାଙ୍କ ମୂର୍ତ୍ତୀରେ ହାତ ତିଆରି ରଙ୍ଗକୁ ଲେପ ଦେବାରେ ଲାଗିଛନ୍ତି । ଏହି ରଙ୍ଗ ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥିବାବେଳେ କୌଣସି କେମିକାଲ ମିଶ୍ରିତ ହୋଇ ନାହିଁ । ମାଟି ଅନୂକୁଳ ହେବା ଠାରୁ ଆରମ୍ଭ ହୋଇତାଏ ମାଙ୍କ ମୂର୍ତ୍ତୀ ତିଆରି କାମ । ପରେ କେଉଁ ଦେବାଦେବୀଙ୍କ ଦେହରେ କି ପ୍ରକାରର ରଙ୍ଗ ବ୍ୟବହାର କରଯିବ ସେ ନେଇ ମଧ୍ୟ ଧ୍ୟାନ ଦେଇଥାନ୍ତି ଏହି କାରିଗର ।

ତେବେ ରଙ୍ଗ ଲାଗି ପରେ ଦେବୀଙ୍କ ଦେହରେ ବସ୍ତ୍ର ଲାଗି କରାଯିବ । ଅଳଙ୍କାର ସହ ସମସ୍ତ ଦେବା ଦେବୀଙ୍କ ଶରୀରରେ ସୁନା ଓ ରୂପାର ଅଳଙ୍କାରକୁ ସ୍ଥାନୀତ କରାଯିବ । ପରେ ବିଘ୍ନ ବିନାଶିନୀ ମା ଭକ୍ତଙ୍କ ସମ୍ମୁଖରେ ଶୋଭା ପାଇବେ । ବିଶେଷକରି ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ ରସୁଲଗଡ, ବମିଖାଲ, ନୟାପଲ୍ଲୀ, ବରମୁଣ୍ଡା ଓ ସହୀଦନଗର ପୂଜା ମଣ୍ଡପରେ ରଙ୍ଗକୁ ନେଇ ଅତି ନଜର ରଖିଛନ୍ତି ।

ଦେବାଦେବୀଙ୍କ ରଙ୍ଗଲାଗି ସାଙ୍ଗକୁ ଅଳଙ୍କାର ମଧ୍ୟ ବେଶ ଶୋଭା ବର୍ଦ୍ଧନ ଦେଇଥାଏ । ନୂଆ ପାଟଶାଢୀ ସାଙ୍ଗକୁ ସୁନା ଚାନ୍ଦିର ଅଳଙ୍କାର ମଧ୍ୟ ଆକର୍ଷଣ କରିଥାଏ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରଙ୍ଗ ଉପରେ ଅତି ଗୁତୁତ୍ବ ଦିଆଯାଇଥିବା କୁହନ୍ତି ପୂଜା ମଣ୍ଡପର ସଦସ୍ୟ । ରଙ୍ଗରେ ଯେପରି କୌଣସି ପ୍ରକାରର କେମିକାଲ ମିଶ୍ରଣ କରାନଯାଏ ସେଥିପ୍ରତି ବିଶେଷ ଭାବରେ ଧ୍ୟାନ ମଧ୍ୟ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଆସୁଛନ୍ତି ମା , ରଙ୍ଗରେ ସଜାଉଛନ୍ତି ଶିଳ୍ପୀ।

ଆସୁଛନ୍ତି ମା। ଚଳଚଞ୍ଚଳ ହେଉଛି ରାଜଧାନୀ। ସଜେଇ ହେଉଛି ପୂଜା ମଣ୍ଡପ। ମା ଙ୍କ ଦେହରେ ରଙ୍ଗ ଲାଗି ହେଲାଣି। ଆଉ କିଛି ମଣ୍ଡପରେ ରଙ୍ଗ ଲାଗି ସହ ମା ଙ୍କ ସାଜସଜା ସାରିଯାଇଛି। ତେବେ ଆଉ କିଛି ଦିନ ପରେ ମା ସମ୍ପୂର୍ଣ୍ଣ ରୂପେ ଭକ୍ତ ମାନଙ୍କ ସମୁଖରେ ଦର୍ଶନ ଦେବେ।

Body:
ରାଜଧାନୀରେ ପ୍ରମୁଖ ପୂଜା ମଣ୍ଡପମାନଙ୍କରେ ଦେବୀ ଦୁର୍ଗାଁ ଓ ପାର୍ଶ୍ଵ ଦେବାଦେବୀ ମାନଙ୍କ ଦେହରେ ରଙ୍ଗ ଲାଗି ହେଉଛି। ରଙ୍ଗ ସମ୍ପୂର୍ଣ୍ଣ ରୁପେ ହାତ ତିଆରି। କୌଣସି କେମିକାଲ ମିଶ୍ରିତ ନାହିଁ। ଯେପରି କୌଣସି ମାତ୍ରାରେ ଦୂଷିତ ନାକରେ ସେହିଓଆରୀ ରଙ୍ଗ ମା ଙ୍କ ଦେହରେ ଲାଗି କରାଯାଉଛି। ମାଟି ମଣ୍ଡପ କୁ ଆସିବା ସମୟ ଠାରୁ ମା ଙ୍କ ଦେହରେ ସାଜ ସଜା ପର୍ଯ୍ୟନ୍ତ ମୂର୍ତି କାରିଗର ଉପସ୍ଥିତ ରହିଥାନ୍ତି। କେଉଁଇଁ ଦେବା ଦେବୀ ଙ୍କ ଦେହରେ କୋଉ ପ୍ରକାରର ରଙ୍ଗ ବ୍ୟବହାର କରଯିବା ସେ ନେଇ ମଧ୍ୟ ଧ୍ୟାନ ଦେଇଥାନ୍ତି। ତେବେ ରଙ୍ଗ ଲାଗି ପରେ ଦେବା ଦେବୀଙ୍କ ସେହରେ ବସ୍ତ୍ର ଲାଗି କରାଯିବ। ଅଳଙ୍କାର ସହ ସମସ୍ତ ଦେବା ଦେବୀଙ୍କ ଶରୀରରେ ସୁନା ରୂପାରେ ଶୋଭା ପାଇବେ ଭକ୍ତ ଙ୍କ ସମ୍ମୁଖରେ। ବିଶେଷ ଭାବରେ ରସୁଲଗାଡ , ବମୀଖାଲ, ନାୟପାଲି ଓ ବରମୁଣ୍ଡା ଓ ସହିଦନଗର ପୂଜା ମଣ୍ଡପରେ ରଙ୍ଗକୁ ନେଇ ଅତି ନଜର ରଖିଛନ୍ତି। ଦେବା ଦେବୀଙ୍କ ରଙ୍ଗା ଲାଗି ସାଙ୍ଗକୁ ଅଳଙ୍କାର ମଧ୍ୟ ବେସ ଶୋଭା ବର୍ଦ୍ଧନ ଦେଇଥାଏ। ନୂଆ ପାଟ ଶାଡୀ ସାଙ୍ଗକୁ ସୁନା ଚାନ୍ଦିର ଅଳଙ୍କାର ବେସ ଆକର୍ଷଣ କରିଥାଏ।

ପୂଜା ମଣ୍ଡପ ର ସଦସ୍ୟ କୁହନ୍ତି ଯେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରଙ୍ଗ ଉପରେ ଅତି ଗୁତୁତ୍ୱ ଦିଆଯାଇଛି। ରଙ୍ଗରେ ଯେପରି କୌଣସି ପ୍ରକାରର କେମିକାଲ ନ ମିଶାନ୍ତି ସେଥିପ୍ରତି ବିଶେଷ ଭାବରେ ଧ୍ୟାନ ଦିଆଯାଉଛି। ଅନ୍ୟପଟେ କିଛି ଦୁର୍ଗ ମଣ୍ଡପରେ ମା ଦୁର୍ଗ ଓ ଅନ୍ୟ ଦେବା ବେଦୀଙ୍କ ରଙ୍ଗ ଲାଗି ସହ ସାଜସଜା ସାରିଥିବା ବେଳେ ଅନ୍ୟ କେତେକ ମଣ୍ଡପରେ ରଙ୍ଗ ଦିଆ ଚାଲିଛି।

Byte_ ଅଶୋକ ମହାନ୍ତି, ସହିଦନଗର, ସମ୍ପାଦକ
Byte- ପି ଆର ଜେନା, ସମ୍ପଦକ, ବମୀଖାଲ
Byte- ଅନୀଲ ବଳିଆରସିଂ , ସଭାପତି, ରସୁଲଗାଡ
Byte- ପବିତ୍ର ମୋହନ ବେହେରା, ସଭାପତି, ନାୟପାଲି।
Byte- ସର୍ବେଶ୍ୱର ବେହେରା, ଶିଳ୍ପୀ
Byte- ଅନୁଜ ବେହେରା, ଶିଳ୍ପୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.