ETV Bharat / headlines

ପ୍ଲାଷ୍ଟିକରୁ ମୁକ୍ତି ପାଇଁ ଭୋପାଳ ପୌର ପରିଷଦର ନିଆରା ପ୍ରୟାସ - ଭୋପାଳ ପୌର ପରିଷଦ

ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ କପଡା ବ୍ୟାଗ ପାଇଁ ସିଲେଇ ଦୋକାନ ଖୋଲିଛି ଭୋପାଳ ପୌରପରିଷଦ । ଗତ 2019 ସେପ୍ଟେମ୍ବରରୁ ଆରମ୍ଭ ହୋଇଛି ଏହି ପ୍ରୟାସ । ଅଧିକ ପଢ଼ନ୍ତୁ...

initiative by bhopal municipal corporation, bhopal municipal corporation,  keeping Bhopal plastic-free, plastic,  cloth bag sewing kiosks ,  ଭୋପାଳ ପୌର ପରିଷଦର ନିଆରା ପ୍ରାୟାସ, ପ୍ଲାଷ୍ଟିକରୁ ମୁକ୍ତି, ଭୋପାଳ ପୌର ପରିଷଦ,  5 ଟଙ୍କାରେ କପଡା ବ୍ୟାଗ
ପ୍ଲାଷ୍ଟିକରୁ ମୁକ୍ତି ପାଇଁ ଭୋପାଳ ପୌର ପରିଷଦର ନିଆରା ପ୍ରୟାସ
author img

By

Published : Jan 12, 2020, 8:01 AM IST

ଭୋପାଳ: 2019 ସେପ୍ଟମ୍ବର ମାସରୁ ଭୋପାଳ ପୌର ପରିଷଦ ପ୍ଲାଷ୍ଟିକରୁ ମୁକ୍ତି ପାଇବା ପାଇଁ ଏକ ଆଦର୍ଶ ତଥା ଭିନ୍ନ ପଦକ୍ଷେପ ନେଇଛି । ସହରରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ କପଡା ବ୍ୟାଗ ପାଇଁ ସିଲେଇ ଦୋକାନ ସବୁ ଖୋଲିଛି ଭୋପାଳ ପୌର ପରିଷଦ ।

ପ୍ଲାଷ୍ଟିକରୁ ମୁକ୍ତି ପାଇଁ ଭୋପାଳ ପୌର ପରିଷଦର ନିଆରା ପ୍ରୟାସ

ଏହି ଦୋକାନ ଗୁଡିକରେ ସିଲେଇ ମେସିନ ସାହାଯ୍ୟରେ ପୁରୁଣା କପଡାରୁ ବ୍ୟାଗ ତିଆରି କରାଯାଇଥାଏ । ମାତ୍ର 5 ଟଙ୍କାରେ ଲୋକଙ୍କୁ ଏଠାରୁ କପଡା ବ୍ୟାଗ ଉପଲବ୍ଧ କରାଯାଇଥାଏ । ତେବେ କେବଳ ସେତିକି ନୁହେଁ ନିଜର ପୁରୁଣା କପଡା ବଦଳରେ ଲୋକଙ୍କୁ ବିନା କୌଣସି ଦେୟରେ ବ୍ୟାଗ ଦିଆଯାଇଥାଏ ।

ତେବେ ଏହି ସିଲେଇ ଦୋକାନରେ କାମ କରୁଥିବା ଜଣେ ମହିଳା କର୍ମୀ ରାବିଆ କହିଛନ୍ତି ଯେ, ‘କପଡା ବ୍ୟାଗର ଚାହିଦା ରହିଛି କିନ୍ତୁ ବର୍ତ୍ତମାନ ମଧ୍ୟ କିଛି ଲୋକ ଏହା କିଣିବା ପାଇଁ ମନ ବଳାଉ ନାହାଁନ୍ତି ।’ ‘ତେବେ ଲୋକ ମାନେ ଏହି ପ୍ରୟାସରେ ନିଜର ସମ୍ପୂର୍ଣ୍ଣ ସହଯୋଗ ଦେଉଛନ୍ତି । ତେଣୁ ମୁଁ ଦିନକୁ 10-15ଟି ବ୍ୟାଗ ବିକ୍ରି କରିବାରେ ସମର୍ଥ ହୋଇ ପାରୁଛି । ଯେଉଁମାନେ ପୁରୁଣା କପଡା ଦେଉଛନ୍ତି ତାଙ୍କୁ ବିନା ମୂଲ୍ୟରେ ବ୍ୟାଗ ଦିଆଯାଉଛି ।’

ପୁରୁଣା କପଡାର ପୁନର୍ବ୍ୟବହାର ଓ ପୁନଃଚକ୍ରଣ କାରଣରୁ ସହରରେ ପ୍ଲାଷ୍ଟିକ ଆବର୍ଜନା ବେଶ କମିଥିବା ଦେଖାଯାଇଛି । ଚଳିତ ବର୍ଷ କ୍ରମାଗତ ତୃତୀୟ ଥର ପାଇଁ ଇନ୍ଦୋରକୁ କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ସର୍ବେକ୍ଷଣରେ ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତା ମିଳିଥିବା ବେଳେ ଭୋପାଳକୁ ଭାରତର ସବୁଠାରୁ ସ୍ବଚ୍ଛ ରାଜଧାନୀ ଘୋଷିତ କରାଯାଇଛି । ତେବେ ଭୋପାଳ ପୌରପରିଷଦ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନିବାରଣ ପାଇଁ ନେଇଥିବା ପଦକ୍ଷେପକୁ ସବୁ ମହଲରେ ବେଶ ସ୍ବାଗତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

An initiative towards keeping Bhopal plastic-free

Bhopal: Bhopal Municipal Corporation (BMC) started a unique and inspiring anti-plastic drive in the month of September.

In order to make the city plastic-free, BMC  set up cloth- bag sewing kiosks at several places.

At these kiosks, with the help of sewing machines, old clothes are transformed into carrying bags.

People here can buy cloth bags at just Rs 5, which gets refunded if they bring their own old clothes.

Talking to ETV Bharat, Rabia, who works at one of the kiosks said, "We are receiving good response but people are still hesitant in buying these bags."

"But people are making a contribution to the cause, as I'm able to sell 10-15 bags easily on a daily basis. Those who bring old clothes are given carrying bags free of cost," added Rabia.

Reusing and recycling old clothes have in turn reduced plastic waste too in the city.

Last year, Indore was adjudged as India's Cleanest City for the third consecutive year in the central government's cleanliness survey, while Bhopal was named as the ‘Cleanest Capital’ of India.

================================

VO: Bhopal Municipal Corporation (BMC) started a unique and inspiring anti-plastic drive in the month of September.

VO:In order to make the city plastic-free, BMC set up cloth- bag sewing kiosks at several places.

VO:At these kiosks, with the help of sewing machines, old clothes are transformed into carry bags.

VO:People here can buy cloth bags at just Rs 5, which gets refunded if they bring their own old clothes.

VO:Reusing and recycling old clothes have in turn reduced plastic waste too in the city.

VO:Last year, Indore was adjudged as India's Cleanest City for the third consecutive year in the central government's cleanliness survey, while Bhopal was named as the ‘Cleanest Capital’ of India.

GFX:An initiative towards keeping Bhopal plastic-free

GFX:BMC set up cloth- bag sewing kiosks at several places

GFX: At these kiosks, old clothes are transformed into carrying bags

GFX:Cost of the cloth-bag is only five rupees

GFX:Reusing and recycling old clothes have in turn reduced plastic waste too in the city

GFX:Bhopal was named as the ‘Cleanest Capital’ of India

Transcript :01.04-02.14

Name:Rabia

Designation:Worker 

-People are bringing ploythene in large numbers and we are accepting it.

-Response of the general public is appreciable but we are facing problem while selling these cloth- bags.

-People are hesitant while buying these cloth-bags but the response is obviously better than earlier. 

-The cost of the bag is only five rupees and those who bring old clothes are given carrying bags free of cost

-But people are making a contribution to the cause, as I'm able to sell 10-15 bags easily on a daily basis. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.