ETV Bharat / entertainment

ବଲିଉଡ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

ଦକ୍ଷିଣ ଭାରତର ଲୋକପ୍ରିୟ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ । ଅଧିକ ପଢନ୍ତୁ

ବଲିଉଡ଼ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Jun 11, 2022, 7:49 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ଟପ୍‌ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ (Prathyusha Garimella found dead) ଆଜି ସନ୍ଦେହଜନକ ମୃତ୍ୟୁ ଘଟିଛି । ବଞ୍ଜାରା ହିଲ୍ସଠାରେ ଥିବା ତାଙ୍କ ବାସଭବନରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତାଙ୍କ ବାସଭବନରୁ ପୋଲିସ କାର୍ବନ ମନୋକ୍ସାଇଡ ସିଲିଣ୍ଡର ଉଦ୍ଧାର କରିଛି ।

  • Top fashion designer Prathyusha Garimella was found dead at her residence in Banjara Hills, Telangana, says police

    Police seized a carbon monoxide cylinder from her bedroom. A case is being registered under the section of suspicious death: Circle Inspector

    (Image source: FB) pic.twitter.com/e3MetX6qKj

    — ANI (@ANI) June 11, 2022 " class="align-text-top noRightClick twitterSection" data=" ">

ଏ ନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ସର୍କଲ ଇନିସପେକ୍ଟର କହିଛନ୍ତି । ପ୍ରତ୍ୟୁଷା ନିଜ ଉଦ୍ୟମ ବେଳେ ଦେଶର ଜଣେ ଟପ୍‌ ଡିଜାଇନର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ 'The label' ନାମରେ ଏକ ଷ୍ଟୋର ଆରମ୍ଭ କରିଥିବା ବେଳେ ଏଠାରେ ନିଜ ଡିଜାଇନର ଡ୍ରେସକୁ ସ୍ଥାନ ଦିଅନ୍ତି । ସେ ୨୦୧୩ ମସିହାରେ ଏହି ଷ୍ଟୋରକୁ ସ୍ଥାପିତ କରିଥିଲେ । ଅନେକ ବଲିଉଡ଼ ସେଲିବ୍ରିଟି ତାଙ୍କ ଡିଜାଇନର ଡ୍ରେସ ପିନ୍ଧିଥାନ୍ତି ।

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ପରିଣୀତି ଚୋପ୍ରା, ମାଧୁରୀ ଦିକ୍ସିତ, କାଜୋଲ ଦେବଗନ, ବିଦ୍ୟା ବାଲାନ, ରବୀନ ଟଣ୍ଡନ, ନେହା ଧୁପିଆ ତାଙ୍କ ଡିଜାଇନର ଡ୍ରେସ ପିନ୍ଧିଥିବା ବେଳେ ଦେଶର ଲୋକପ୍ରିୟ ୱମେନ୍ସ ଡିଜାଇନରଙ୍କ ମଧ୍ୟ ତାଙ୍କ ନାଁ ସ୍ଥାନ ପାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.