ETV Bharat / entertainment

ପଞ୍ଜାବ ଗଳିକନ୍ଦିରେ ଆଇସକ୍ରିମ ବିକୁଛନ୍ତି ସେହନାଜ, ଦେଖନ୍ତୁ ଭିଡ଼ିଓ

author img

By

Published : Apr 21, 2022, 1:54 PM IST

ସେହନାଜ ତାଙ୍କ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆଇସକ୍ରିମ ସାଇକେଲ ଚଳାଉଛନ୍ତି । କେବଳ ସାଇକେଲ ଚଳାଉନାହାନ୍ତି ବରଂ ଆଇସକ୍ରିମ ବିକ୍ରି କରିବା ସହିତ ଗିଦା କରୁଛନ୍ତି ଏବଂ ପିଲାଙ୍କ ସହ ସେଲଫି ନେଉଛନ୍ତି । ଅଧିକ ପଢନ୍ତୁ

ପଞ୍ଜାବର ଗଳିକନ୍ଦିରେ ଆଇସ୍କ୍ରିମ୍‌ ବିକ୍ରି କରୁଛନ୍ତି ସେହନାଜ ଗିଲ

ହାଇଦ୍ରାବାଦ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ସେହନାଜ ଗିଲ । ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଏକଦମ ଚୁପ୍ ହୋଇଯାଇଥିବା ସେହନାଜ ଏବେ ପୁଣି ଥରେ ସାଧାରଣ ଜୀବନ ଜୀଇଁବାକୁ ଚେଷ୍ଟା କରୁଛନ୍ତି । ନିଜେ ନିଜକୁ ହସାଇବା ସହିତ ଲୋକଙ୍କୁ ମଧ୍ୟ ହସାଉଛନ୍ତି ସେହନାଜ । ଇଣ୍ଡଷ୍ଟ୍ରି ତଥା ସେଲିବ୍ରିଟିଙ୍କଠୁ ଦୂରେଇ ଯାଇ ପଞ୍ଜାବର ପାଦଦେଶରେ ଜଣେ ସାଧାରଣ ଝିଅ ପରି ଉପଭୋଗ କରୁଛନ୍ତି ସେହନାଜ । ନିକଟରେ ସେହନାଜ ତାଙ୍କ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଆଇସକ୍ରିମ ସାଇକେଲ ଚଳାଉଛନ୍ତି ।

  • " class="align-text-top noRightClick twitterSection" data="">

କେବଳ ସାଇକେଲ ଚଳାଉନାହାନ୍ତି ବରଂ ଆଇସ୍କ୍ରିମ୍‌ ବିକ୍ରି କରିବା ସହିତ ଗିଦା କରୁଛନ୍ତି ଏବଂ ପିଲାଙ୍କ ସହ ସେଲଫି ନେଉଛନ୍ତି । ଏହି ଭିଡିଓରେ ସେହାନାଜ ଗିଲ ପଞ୍ଜାବ ସ୍ଥିତ ନିଜ ଗାଁ ଏବଂ ଘରେ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓର ଦେଖିବାକୁ ମିଳିଛି, ସେ ଏକ ଆଇସ୍କ୍ରିମ୍ ସାଇକେଲ ଚଳାଇ ପିଲାମାନଙ୍କୁ ଆଇସ୍କ୍ରିମ୍ ଦେଉଛନ୍ତି। ସମସ୍ତଙ୍କ ସହିତ ସେଲଫି ନେଇଛନ୍ତି । ଗାଁର ମହିଳାଙ୍କ ସହିତ ଗିଦା ମଧ୍ୟ କରିଛନ୍ତି ।

ତେବେ ସେହନାଜଙ୍କ ଏହି ଭିଡିଓ ପୁରୁଣା ସେହନାଜ ପୁଣି ଥରେ ମନେ ପକାଇଦେଉଛି । ବିଗବସ୍ ରେ, ସେହାନାଜ୍ ତାଙ୍କର ଏପରି ଚୁଲବୁଲି ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିନେଇଥିଲେ । ବର୍ତ୍ତମାନ ଦେଖାଯାଉଛି ଯେ ସେହି ସମାନ ସେହନାଜ ଲୋକଙ୍କ ମୁହଁରେ ପୁଣି ଥରେ ହସ ଫୁଟାଇବାକୁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.