ETV Bharat / entertainment

Azadi ka Amrit Mahotsav, ରିଲିଜ ହେବ ମୋ ମାଆ ମୋ ଦେଶ ସୁନାର ଭାରତ ବର୍ଷ

author img

By

Published : Aug 14, 2022, 8:01 AM IST

ଭୁବନେଶ୍ବର ଗୀତ ଗୋବିନ୍ଦ ବଦନରେ ରିଲିଜ ହେବ ଗୀତ ମୋ ମାଆ ମୋ ଦେଶ ସୁନାର ଭାରତ ବର୍ଷ । ଏହି ଗୀତଟି ୩୨ଟି ଦେଶରେ ରିଲିଜ ହେବ ।

Etv Bha୩୨ଟି ଦେଶରେ ରିଲିଜ ହେବ ଗୀତ ମୋ ମାଆ ମୋ ଦେଶ ସୁନାର ଭାରତ ବର୍ଷrat
Etv Bhara୩୨ଟି ଦେଶରେ ରିଲିଜ ହେବ ଗୀତ ମୋ ମାଆ ମୋ ଦେଶ ସୁନାର ଭାରତ ବର୍ଷt

ଭୁବନେଶ୍ବର: ୭୫ ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସଵ । ଏହି ଅବସରରେ ହର ଘର ତ୍ରିରଙ୍ଗାର ଅଭିଯାନରେ ପ୍ରତିଟି ଭାରତୀୟ ଦେଶ ପ୍ରୀତିକୁ ଉଜ୍ଜୀବିତ କରୁଥିବା ବେଳେ ଭୁବନେଶ୍ବର ସ୍ଥିତ ଗୀତ ଗୋବିନ୍ଦ ଭବନରେ ରିଲିଜ ହୋଇଛି ଗୀତ 'ମୋ ମାଆ ମୋ ଦେଶ ସୁନାର ଭାରତ ବର୍ଷ' । ଏହି ଗୀତଟି ୧୪ ଅଗଷ୍ଟରେ ୩୨ଟି ଦେଶରେ ରିଲିଜ ହେବ ।

ଏହି ଦେଶାତ୍ମବୋଧକ ଗୀତଟି ବିଶ୍ବ ଓଡିଶା ରାଜ୍ୟ କଳାକାର ମହାସଂଘ ଓ ପବିତ୍ର ଇଣ୍ଟରଟେନମେଣ୍ଟ ବ୍ୟାନରରେେ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଲେଖିଛନ୍ତି ଅଜୟ କୁମାର ସେଠି । ସଂଗୀତ ନିର୍ଦେଶନା ପବିତ୍ର ପଟ୍ଟନାୟକ ଦେଇଥିବା ବେଳେ ୫ ମିନିଟିର ଏହି ଗୀତକୁ ୬ ଜଣ ଜଣାଶୁଣା କଣ୍ଠଶିଳ୍ପୀ ତଥା ବିଶ୍ୱ ମୋହନ କବି, ଶଶାଙ୍କ ଶେଖର, ଅଭିଜିତ ମିଶ୍ର, ଅନ୍ତରା ଚକ୍ରବତୀ, ପ୍ରତିଭା ପ୍ରଧାନ ଓ ସ୍ନେହା ବେବର୍ତ୍ତା ଗାଇଛନ୍ତି । ଗୀତଟି ବେଶ ସୁନ୍ଦର ହୋଇଥିବା ବେଳେ ପ୍ରତିଟି ଭାରତୀୟଙ୍କ ମନକୁ ଛୁଇଁବା ବୋଲି କହିଛନ୍ତି କଣ୍ଠଶିଳ୍ପୀ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାଂସଦ ରାଜେଶ୍ବରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି ଓ ବରଗଡର କଂସ ଭୁବନେଶ୍ୱର ପ୍ରଧାନ ସମେତ ଅନେକ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.