ETV Bharat / entertainment

Mouni Disha: ଦିଶା ପାଟାନୀଙ୍କୁ ମୌନି ରୟଙ୍କ ଭିଡିଓ ଭାଇରାଲ, ଏମିତି ପ୍ରତିକ୍ରିୟା ଦେଲେ ଫ୍ୟାନ୍ସ

author img

By

Published : Apr 3, 2023, 5:56 PM IST

ଦିଶା ପାଟାନୀଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି ମୌନି ରୟ । ଏହି ଭିଡିଓରେ ଉଭୟଙ୍କୁ ଷ୍ଟାଇଲିସ ଅନ୍ଦାଜରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଦିଶା ପାଟାନୀଙ୍କୁ ମୌନି ରୟ କିସ୍ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ: ଦୁଇ ସୁନ୍ଦର ବଲିଉଡ ସୁନ୍ଦରୀ ଦିଶା ପାଟାନି ଏବଂ ମୌନି ରୟଙ୍କ ମଧ୍ୟରେ ଏବେ ବନ୍ଧୁତା ବଢିବାରେ ଲାଗିଛି । ନିକଟରେ ବଲିଉଡ ଖିଲାଡି ଅକ୍ଷୟ କୁମାରଙ୍କ ବିଦେଶ ଗସ୍ତରେ ଦିଶା ଏବଂ ମୌନି ପ୍ରଥମେ ଡ୍ୟାନ୍ସ ଗ୍ରୁପ 'ଦି ଏଣ୍ଟଟେର୍ନସ'ରେ ଏକାଠି ନଜର ଆସିଥିଲେ । ସେଠାରେ ମୌନି ରୟ ଏବଂ ଦିଶା ପାଟାନି ନିଜ ହଟ୍ ଲୁକରେ ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ । ଏହି ସମୟର ଅନେକ ଫଟୋ ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ପାଇଁ ସେୟାର କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଉଭୟ ହଟ ଅଭିନେତ୍ରୀ ସେମାନଙ୍କ ଆଉ ଏକ ଭିଡିଓ ସେୟାର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ୍‌ ହେବାରେ ଲାଗିଛି ।

ଆଜିକାଲି ମୌନି ଏବଂ ଦିଶାଙ୍କୁ ଏକାଠି ଦେଖିବାକୁ ମିଳୁଛି । ନିକଟରେ ମୌନି ଏବଂ ଦିଶା ନିଜ ଇନଷ୍ଟୋ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେମାନେ କିସ୍‌ କରୁଥିବାର ନଜର ଆସିଛନ୍ତି । ଦିଶା ଏହି ଭିଡିଓ ସେୟାର କରି ଲେଖିଥିଲେ, 'ମୋର ମୋଞ୍ଜି'। ଏବଂ ଏହି ଭିଡିଓ ସେୟାର କରି ମୌନି 'ମୋର ଡି' ବୋଲି ଲେଖିଛନ୍ତି । ଏହି ଭିଡିଓରେ ମୌନି ରୟ ତାଙ୍କ ବାନ୍ଧବୀ ଦିଶାଙ୍କୁ ଗାଲରେ କିସ୍‌ ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ଡ୍ୟାନ୍ସ ଗ୍ରୁପ୍ ଦି ଏଣ୍ଟରଟେନର୍ସ ସାଙ୍ଗମାନଙ୍କ ସହ ମଧ୍ୟ ଫଟୋ ସେୟାର କଲେ ମୌନି

ଏହା ବ୍ୟତୀତ ମୌନି ଏବଂ ଦିଶା ସେମାନଙ୍କ ଡ୍ୟାନ୍ସ ଗ୍ରୁପ୍ ଦି ଏଣ୍ଟରଟେନର୍ସ ସାଙ୍ଗମାନଙ୍କ ସହ ମଧ୍ୟ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦିଶା ଏବଂ ମୌନିଙ୍କ ବ୍ୟତୀତ ଅଭିନେତା ଅପାରଶକ୍ତି ଖୁରାନା, ଗାୟକ ଷ୍ଟେବିନ୍ ବେନ୍ ଏବଂ ପଞ୍ଜାବୀ ଗାୟକ ହାର୍ଡି ସାନ୍ଧୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ସମସ୍ତ ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତ୍ରୀ । ତେବେ ଏହି ଫଟୋ ଏବଂ ଭିଡିଓ ଦେଖି ଫ୍ୟାନ୍ସମାନେ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ମୌନି ରୟ ଏବଂ ଦିଶା ପାଟାନୀଙ୍କ କିସ୍‌ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓ ଉପରେ ଜଣେ ଫ୍ୟାନ୍ସ ଲେଖିଛନ୍ତି, ଏ ସବୁ କଣ ଦେଖିବାକୁ ପଡୁଛି । ଅନ୍ୟ କେତେ ପ୍ରଶଂସକ ମୌନି ଏବଂ ଦିଶାଙ୍କ ଏହି ଶୈଳୀକୁ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଗତ ମାସରେ ଅକ୍ଷୟ କୁମାର ତାଙ୍କ ଡ୍ୟାନ୍ସ ଗ୍ରୁପ 'ଦି ଏଣ୍ଟଟେର୍ନସ'ରେ ସହ ଉତ୍ତର ଆମେରିକାରେ ପହଞ୍ଚିଥିଲେ । ଯେଉଁଥିରେ ନୋରା ଫତୈହି ମଧ୍ୟ ତାଙ୍କ ସହ ସାମିଲ ଥିଲେ । ସୋସିଆଲ ମିଡିଆରେ ଏହି ଟୁର୍‌ର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା । ସେପଟେ ମୌନି ଏବଂ ଦିଶାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା କହିବାକୁ ଗଲେ, ଶେଷଥର ଦିଶାଙ୍କୁ ଏକ ଭିଲେନ ରିଟର୍ନସ ଫିଲ୍ମରେ ଦେଖିବାକୁ ମିଳିଥିଲା ​​ଏବଂ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ମୌନି ରୟଙ୍କୁ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.