ETV Bharat / entertainment

47 ବର୍ଷ ବୟସରେ ବି ହଟ୍‌ ଦେଖାଯାଉଛନ୍ତି କରିସ୍ମା କପୁର, ସେୟାର କଲେ ବୋଲ୍ଡ ଫଟୋ

47 ବର୍ଷୀୟା କରିସ୍ମା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ପେଜରେ ପ୍ରଶଂସକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନର ଝଲକ ସେୟାର କରନ୍ତି । ଏବେ ପୁଣି ଥରେ କରିସ୍ମା ତାଙ୍କର ଆଉ ଏକ ଫଟୋ ସେୟାର କରି ଇଣ୍ଟରନେଟ୍‌ରେ ନିଆଁ ଲଗାଇଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 6, 2022, 4:43 PM IST

47 ବର୍ଷ ବୟସରେ ବି ହଟ୍‌ ଦେଖାଯାଉଛନ୍ତି କରିସ୍ମା କପୁର, ସେୟାର କଲେ ବୋଲ୍ଡ ଫଟୋ
47 ବର୍ଷ ବୟସରେ ବି ହଟ୍‌ ଦେଖାଯାଉଛନ୍ତି କରିସ୍ମା କପୁର, ସେୟାର କଲେ ବୋଲ୍ଡ ଫଟୋ

ହାଇଦ୍ରାବାଦ: ଗୋଟେ ସମୟ ଥିଲା ଯେବେ ବଲିଉଡ ଅଭିନେତ୍ରୀ କରିସ୍ମା କପୁର ପରଦାରେ ଆସୁଥିଲେ, ଲୋକଙ୍କ ଚେହେରାରୁ ନଜର ହଟାଇବା ମୁସ୍କିଲ ହୋଇପଡୁଥିଲା । ଅବଶ୍ୟ ସେ ଆଜି ପରଦାରୁ ଦୂରରେ ଯାଇଛନ୍ତି ସତ, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଏବେ ବି କମିନାହିଁ । ବରଂ ସମୟ ସହିତ ତାଙ୍କ ପ୍ରଶଂସକଙ୍କ ତାଲିକା ମଧ୍ୟ ଲମ୍ବା ହୋଇଯାଇଛି । ଚଳଚ୍ଚିତ୍ରଠାରୁ ଦୂରରେ ଥାଇ ମଧ୍ୟ କରିସ୍ମା ପ୍ରଶଂସକଙ୍କ ସହ ଯୋଡି ରହିବା ପାଇଁ ଗୋଟିଏ ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ ।

47 ବର୍ଷୀୟା କରିସ୍ମା ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ପେଜରେ ପ୍ରଶଂସକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନର ଝଲକ ସେୟାର କରନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ତାଙ୍କର ପ୍ରତ୍ୟେକ ନୂଆ ଲୁକ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏବେ ପୁଣି ଥରେ କରିସ୍ମା ତାଙ୍କର ଅନ୍ୟ ଏକ ଫଟୋ ସେୟାର କରି ଇଣ୍ଟରନେଟ୍‌ରେ ନିଆଁ ଲଗାଇଦେଇଛନ୍ତି । ଏଥିରେ ସେ କଳା ରଙ୍ଗର ମୋନୋକିନି ପିନ୍ଧିଥିବାର ନଜର ଆସିଛନ୍ତି । ଏଥିରେ ସେ ନିଜ ଟୋନ୍ଡ ବଡିକୁ ଦେଖାଇଛନ୍ତି ।

ଫଟୋରେ କରିସ୍ମା ସମୁଦ୍ର କୂଳରେ ନଜର ଆସିଛନ୍ତି । ଆଖପାଖ ଦୃଶ୍ୟ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି । ଏହି ଫଟୋରେ କରିସ୍ମା ବହୁତ ହର୍ଟ ଦେଖାଯାଉଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'Day dreaming ।' କରିସ୍ମାଙ୍କ ଏହି ଲୁକ୍‌କୁ ମଧ୍ୟ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.