ମୁମ୍ବାଇ: ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ର ସୁପର-୪ ମୁକାବିଲା ଖେଳାଯାଉଛି । ରବିବାର ଖେଳ ଦେଖିବାକୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପହଞ୍ଚିଥିଲେ ଉର୍ବଶୀ ରୌତେଲା । ଏହା ପୂର୍ବରୁ ଅର୍ଥାତ ଅଗଷ୍ଟ ୨୮ରେ ଭାରତ ଏବଂ ପାକିସ୍ତାନ ମୁକାବିଲା ସମୟରେ ମଧ୍ୟ ଉର୍ବଶୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଆଜିର ମୁକାବିଲାରେ ଋଷଭ ପନ୍ତ ଆଉଟ୍ ହେବା ପରେ ଉର୍ବଶୀଙ୍କ ନାମରେ ଖୁବ୍ ମିମ୍ସ ଦେଖିବାକୁ ମିଳିଛି।
-
#INDvsPAK#UrvashiRautela
— Mukul Kaushal (@kaushalmukul) September 4, 2022 " class="align-text-top noRightClick twitterSection" data="
Sase badi panauti @UrvashiRautela
She should be banned from entering into the stadium, she is very dangerous
">#INDvsPAK#UrvashiRautela
— Mukul Kaushal (@kaushalmukul) September 4, 2022
Sase badi panauti @UrvashiRautela
She should be banned from entering into the stadium, she is very dangerous#INDvsPAK#UrvashiRautela
— Mukul Kaushal (@kaushalmukul) September 4, 2022
Sase badi panauti @UrvashiRautela
She should be banned from entering into the stadium, she is very dangerous
ମ୍ୟାଚ୍ ସମୟରେ କ୍ୟାମେରା ଆଗରେ କଏଦ ହୋଇଥିଲେ ଉର୍ବଶୀ ରୌତେଲା। ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ ଏବଂ ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ପ୍ରଶଂସକ ତାଙ୍କ ଲୁକୁ ବହୁତ ପସନ୍ଦ କରିଛନ୍ତି । ବର୍ତ୍ତମାନ ଷ୍ଟାଡିୟମରେ ଉର୍ବଶୀଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
-
What happened if after Rishabh Pant's dismissal the cameraman shows Urvashi Rautela on screen cheering 🤣🤣🤣#INDvsPAK #AsiaCupT20 #AsiaCup2022
— DOPAMINDIAN ™ (@Shuklaji_in) September 4, 2022 " class="align-text-top noRightClick twitterSection" data="
">What happened if after Rishabh Pant's dismissal the cameraman shows Urvashi Rautela on screen cheering 🤣🤣🤣#INDvsPAK #AsiaCupT20 #AsiaCup2022
— DOPAMINDIAN ™ (@Shuklaji_in) September 4, 2022What happened if after Rishabh Pant's dismissal the cameraman shows Urvashi Rautela on screen cheering 🤣🤣🤣#INDvsPAK #AsiaCupT20 #AsiaCup2022
— DOPAMINDIAN ™ (@Shuklaji_in) September 4, 2022
ଋଷଭ ପନ୍ତ ଏବଂ ଉର୍ବଶୀ ରୌତେଲାଙ୍କୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । ତେଣୁ ଯେତେବେଳେ ଉର୍ବଶୀଙ୍କୁ ଟିଭି ପରଦାରେ ଦେଖାଗଲା, ସେତେବେଳେ ଋଷଭ ପନ୍ତ ଏବଂ ତାଙ୍କ ସମ୍ବନ୍ଧୀୟ ମିମ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏମିତି କି ଡ୍ରେସିଂ ରୁମରୁ ଆସିଥିବା ଋଷଭ ପନ୍ତଙ୍କର ଏକ ଫଟୋ ଦେଖି ପ୍ରଶଂସକମାନେ ମଜାକ ଉଡାଇଥିଲେ ଏବଂ ଲେଖିଥିଲେ ଯେ ତାଙ୍କୁ ମ୍ୟାଚ୍ ଦେଖିବା ପାଇଁ କିଏ ଡାକିଛନ୍ତି । ଏହା ବ୍ୟତୀତ କିଛି ୟୁଜର ଲେଖିଛନ୍ତି ଯେ, ଉର୍ବଶୀଙ୍କ ହାଏ ପୁଣି ଚାଲିଆସିଲେ।
- " class="align-text-top noRightClick twitterSection" data="
">
ଅଗଷ୍ଟ 28 ରେ ଯେତେବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଉର୍ବଶୀ ରୌତେଲା ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଥିଲେ। ସେହି ମ୍ୟାଚରେ ଋଷଭ ପନ୍ତ ପ୍ଲେଇଙ୍ଗ୍ -11 ରେ ଅନ୍ତର୍ଭୁକ୍ତ ହୋଇନଥିଲେ, ଏପରି ପରିସ୍ଥିତିରେ ପ୍ରଶଂସକମାନେ ଥଟ୍ଟା କରିଥିଲେ ଯେ ଉର୍ବଶୀ ଗ୍ରାଉଣ୍ଡରେ ଅଛନ୍ତି, ତେଣୁ ଏହିପରି ଘଟିଲା ।
-
Urvashi Rautela right now#INDvPAK pic.twitter.com/tyBYTIPWr9
— Tulasidas Khan (@tulsidaaskhaan) August 28, 2022 " class="align-text-top noRightClick twitterSection" data="
">Urvashi Rautela right now#INDvPAK pic.twitter.com/tyBYTIPWr9
— Tulasidas Khan (@tulsidaaskhaan) August 28, 2022Urvashi Rautela right now#INDvPAK pic.twitter.com/tyBYTIPWr9
— Tulasidas Khan (@tulsidaaskhaan) August 28, 2022
କିଛି ଦିନ ପୂର୍ବେ ଉର୍ବଶୀ ରୌତେଲା ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ, ଆରପି ନାମକ ଜଣେ ଯୁବକ, ତାଙ୍କୁ ଭେଟିବା ପାଇଁ ଅନେକ ଘଣ୍ଟା ଅପେକ୍ଷା କରିଥିଲେ ଏବଂ ଅନେକ ଥର ଫୋନ୍ କରିଥିଲେ । ଯେତେବେଳେ ଦିଲ୍ଲୀରେ ସାକ୍ଷାତ ହୋଇପାରିଲାନି, ଋଷଭ ପନ୍ତ ମଧ୍ୟ ତାଙ୍କୁ ଭେଟିବା ପାଇଁ ମୁମ୍ବାଇ ଯାଇଥିଲେ । ଋଷଭ ଏହି ଦାବିକୁ ଭୁଲ କହିଥିଲେ ଏବଂ ଉର୍ବଶୀଙ୍କୁ ଟ୍ରୋଲ କରିବା ସହିତ ଲେଖିଥିଲେ ଯେ ମୋ ପିଛା ଛାଡ ଭଉଣୀ।
ତେବେ ଗତକାଲିର ମ୍ୟାଚ୍ରେ ଋଷଭ ପନ୍ତ ବିଫଳ ହୋଇ ୧୪ ରନ କରିଛନ୍ତି । ପନ୍ତ ଶୀଘ୍ର ଆଉଟ୍ ହେବା ମାତ୍ରେ ସାମାଜିକ ଗଣମାଧ୍ୟମରେ ୟୁଜର୍ସ ଉର୍ବଶୀ ରୌତେଲାଙ୍କୁ ପନ୍ତଙ୍କ ସହ ଯୋଡି ମଜାଦାର ମିମ୍ସ ସେୟାର କରୁଛନ୍ତି ।