ETV Bharat / entertainment

Singer KK Passes Away: ଶୋକରେ ବୁଡିଲା ବଲିଉଡ୍‌

author img

By

Published : Jun 1, 2022, 11:28 AM IST

ଅଫେରା ରାଇଜରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନ୍ନଥ । ତାଙ୍କ ମୃତ୍ୟୁ ପରେ ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛି । ବିଶେଷକରି ବଲିଉଡରେ ଶୋକର ଲହରୀ ଖେଳିଯାଇଛି । କେ.କେଙ୍କୁ ମନେପକାଇ କରି ଚଳଚ୍ଚିତ୍ର ତାରକା ଗଭୀର ସମବେଦନା ଜଣାଇଛନ୍ତି । ଅଧିକ ପଢନ୍ତୁ

କେ.କେ.ଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସେଲିବ୍ରିଟି

ହାଇଦ୍ରାବାଦ: ଅଫେରା ରାଇଜରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନ୍ନଥ । ମେ ୩୧ ତାରିଖ ରାତିରେ ‘ମ୍ୟୁଜିକାଲ୍‌ କନସର୍ଟ’ରୁ ଫେରିବା ପରେ ‘ନ୍ୟୁ ମାର୍କେଟ୍‌’ ଥାନା ଅନ୍ତର୍ଗତ ‘ଗ୍ରାଣ୍ଡ୍‌ ହୋଟେଲ୍‌’ରେ ସେ ଅଚେତ ହୋଇ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

  • Extremely sad and shocked to know of the sad demise of KK. What a loss! Om Shanti 🙏🏻

    — Akshay Kumar (@akshaykumar) May 31, 2022 " class="align-text-top noRightClick twitterSection" data=" ">
  • Extremely shocked and sad by the passing away of our beloved kk. A musician whose voice shaped much of my childhood 💔

    — VarunKukooDhawan (@Varun_dvn) May 31, 2022 " class="align-text-top noRightClick twitterSection" data=" ">
  • KK 😞💔

    — Mrunal Thakur (@mrunal0801) May 31, 2022 " class="align-text-top noRightClick twitterSection" data=" ">
  • This is such shocking and sad news. KK, thank you for sharing your talent with us all. Gone too soon. Rest in harmony!

    — Abhishek 𝐁𝐚𝐜𝐡𝐜𝐡𝐚𝐧 (@juniorbachchan) May 31, 2022 " class="align-text-top noRightClick twitterSection" data=" ">
  • “अगर मिले खुदा तो, पूछुंगा खुदाया..
    जिस्म मुझे देकर मिट्टी का शीशे का दिल क्यों बनाया.....”
    The eternal angst of human existence captured so evocatively in KK’s voice!
    RIP KK sir! You live on in our hearts 💔 @Live_Gyan https://t.co/n5BA3EJEYG

    — Swara Bhasker (@ReallySwara) May 31, 2022 " class="align-text-top noRightClick twitterSection" data=" ">

ପୋଲିସସୂତ୍ରରୁ ପ୍ରକାଶ, କେ.କେ.ଙ୍କ ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଆଜି କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ମୃତଦେହ ବ୍ୟବଚ୍ଛେଦ କରାଯିବ । କେ.କେ ନାମରେ ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନଥଙ୍କ ମୃତ୍ୟୁ ଘଟଣାରେ କୋଲ୍‌କାତା ପୋଲିସ ‘ନ୍ୟୁ ମାର୍କେଟ୍‌’ ଥାନାରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି । ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି । ବିଶେଷକରି ବଲିଉଡରେ ଶୋକର ଲହରୀ ଖେଳିଯାଇଛି । କେ.କେ.ଙ୍କୁ ସ୍ମରଣ କରି ଚଳଚ୍ଚିତ୍ର ତାରକା ଗଭୀର ସମବେଦନା ଜଣାଇଛନ୍ତି ।

  • I hear singer KK just passed away. GOD what is really happening!!?? I mean WHAT IS HAPPENING. One of the nicest humans kk sir was. Gone too soon at 53.Beyond shocked. RIP sir.

    — RAHUL VAIDYA RKV (@rahulvaidya23) May 31, 2022 " class="align-text-top noRightClick twitterSection" data=" ">
  • This cannot be real.@K_K_Pal , nothing will be the same without you. Nothing. My heart is in tatters.

    The voice of purity itself, of kindness of decency, of a true heart of gold. Gone.

    — VISHAL DADLANI (@VishalDadlani) May 31, 2022 " class="align-text-top noRightClick twitterSection" data=" ">
  • Heartbreaking news on the sudden passing away of such an incredible talent…. RIP KK…💔 the entertainment world has lost a true artist today….Om Shanti 🙏 pic.twitter.com/SiKQutPJVO

    — Karan Johar (@karanjohar) May 31, 2022 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.