ETV Bharat / entertainment

ବିବାଦ ସମାଧାନର ବାଟ ଫିଟି ସାରିଛି: ରବି ମିଶ୍ର

ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ବିବାଦ । ସମାଧାନର ବାଟ ଫିଟି ସାରିଥିବା କହିଲେ ଅଭିନେତା ରବି ମିଶ୍ର । ଅଧିକ ପଢନ୍ତୁ

ବିବାଦର ସମାଧାନର ବାଟ ଫିଟି ସାରିଛି: ରବି ମିଶ୍ର

author img

By

Published : Jul 31, 2022, 9:26 AM IST

ଭୁବନେଶ୍ବର: କେଉଁ ମୋଡ ନେବ ବାବୁସାନଙ୍କ ଦାମ୍ପତ୍ୟ ଜୀବନ କଳି ? ଫିଟିବ କି ସମାଧାନର ବାଟ ? କାହିଁକିନା ଶନିବାର ବାବୁସାନଙ୍କ ଜନ୍ମ ଦିନରେ ପତ୍ନୀ ତୃପ୍ତି ଆସିନଥିଲେ, କିନ୍ତୁ ଶ୍ବଶୁର ଲଳିତ ଶତପଥି ଜ୍ବାଇଁଙ୍କ ଜନ୍ମଦିନରେ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ । ତେଣୁ ଏହି ଷ୍ଟାର ଦମ୍ପତିଙ୍କ କଳି ଖୁବ ଶୀଘ୍ର ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଏମାନଙ୍କ କଳିର ସମାଧାନ ପାଇଁ ଓଡ଼ିଆ ସିନେମାର ଅନେକ ବରିଷ୍ଠ ଓ ଅନୁଭବୀ ଅଭିନେତା ମଧ୍ୟ ଚେଷ୍ଟା କରୁଛନ୍ତି ।

ବିବାଦର ସମାଧାନର ବାଟ ଫିଟି ସାରିଛି: ରବି ମିଶ୍ର

ଏହା ମଧ୍ୟ ପଢନ୍ତୁ:-Babushan BirthDay: ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼, ଧନ୍ୟବାଦ ଜଣାଇଲେ ବାବୁ

ଏନେଇ ଅଭିନେତା ରବି ମିଶ୍ରଙ୍କୁ ପଚାରିବାରୁ ବର୍ତ୍ତମାନ ପ୍ରୟାସ ଜାରି ରହିଛି ସବୁ କିଛି ପୂର୍ବ ପରି ହୋଇଯିବ । କୁହାଯାଇପାରେ କି ସମାଧାନର ବାଟ ଶ୍ବଶୁରଙ୍କ ଆସିବା ପରେ ଫିଟିଛି । ତେଣୁ ଖୁବ ଶୀଘ୍ର ଏଥିରେ ପୂର୍ଣ୍ଣଛେଦ ପଡିବ । ଏପରିକି ଖୁବଶୀଘ୍ର ତୃପ୍ତି ମାମଲା ବି ପ୍ରତ୍ୟାହାର କରିବେ ବୋଲି କହିଛନ୍ତି । ଏଥିସହ ସମାଧାନର ବାଟ ଫିଟିସାରିଛି ବୋଲି ସେ କହିଛନ୍ତି । ତେବେ ଗତକାଲି ଏହି ମାମଲାରେ ଖାରବେଳ ନଗର ଥାନାରେ ହାଜରରେ ହୋଇଥିଲେ ବାବୁସାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.