ETV Bharat / elections

ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ବ ଦେବି: ଦେବୀରଞ୍ଜନ ତ୍ରିପାଠୀ - CAMPAIGN

ଏଥର କଟକ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ । ଶନିବାର ସେ ନିଜ ଅଞ୍ଚଳରେ ଡୋର୍-ଟୁ-ଡୋର୍ ପ୍ରଚାର କରିଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ
author img

By

Published : Apr 13, 2019, 8:48 PM IST

କଟକ: ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନକୁ ନେଇ ସେତିକି ସରଗରମ ଦେଖିବାକୁ ମିଳୁଛି । ଏଥର କଟକ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ । ଶନିବାର ସେ ନିଜ ଅଞ୍ଚଳରେ ଡୋର୍-ଟୁ-ଡୋର୍ ପ୍ରଚାର କରିଛନ୍ତି । ଏଥିସହ ସମସ୍ତଙ୍କର ଆର୍ଶୀବାଦ ନେବା ସହ ସେ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଶନିବାର ନିର୍ବାଚନ ପ୍ରଚାର ସମୟରେ ଇଟିଭି ଭାରତର ପ୍ରତିନିଧି ଦେବୀରଞ୍ଜନ ତ୍ରିପାଠୀଙ୍କୁ ଭେଟିଥିଲେ । ଯେଉଁଥିରେ ଦେବୀରଞ୍ଜନ ପ୍ରଚାରର ମୂଳ ଏଜେଣ୍ଡା ଏବଂ ନିର୍ବାଚନ ଜିତିବା ପରେ ତାଙ୍କ ପ୍ରମୁଖ ପ୍ରାଥମିକତା ସମ୍ପର୍କରେ ଆଲୋଚନା କରିଥିଲେ ।

ତେବେ ସେ ପ୍ରଚାର ମାଧ୍ୟମରେ ନିଜ ଅଞ୍ଚଳର ସମସ୍ତ ଜମିକୁ ଜଳସେଚିତ କରି ତାକୁ ତ୍ୱରାନିତ କରିବା ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି । ଏଥିସହ ସେ ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ଜଳ ଯୋଗାଇବା ନେଇ ଲକ୍ଷ୍ୟ ରଖିଛନ୍ତି ବୋଲି ଏହି ସାକ୍ଷାତକାରରେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.