ETV Bharat / elections

ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁଶୀଲ ମୋଦିଙ୍କ ମାନହାନୀ ମକଦ୍ଦମା - sushil modi

ସବୁ ମୋଦିଙ୍କୁ ଚୋର କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଡିଲା ମହଙ୍ଗା। ଏନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ବିରୋଧରେ କଲେ ମାନହାନୀ ମକଦ୍ଦମା।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@SushilModi
author img

By

Published : Apr 18, 2019, 1:45 PM IST

ବିହାର: ସବୁ ମୋଦିଙ୍କୁ ଚୋର କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ମହଙ୍ଗା ପଡିଛି । ଏନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ରାହୁଲଙ୍କ ବିରୋଧରେ ମାମଲା ଦାୟର କରିଥିବା ନେଇ ସୁଶୀଲ ଟ୍ବିଟ୍ କରି ଜଣାଇଛନ୍ତି ।

  • राहुल गाँधी पर मानहानि का अपराधिक मुकदमा सुशील कुमार मोदी ने दर्ज कराया

    पटना-18.04.2019 pic.twitter.com/KIXoiUhAXy

    — Chowkidar Sushil Kumar Modi (@SushilModi) April 18, 2019 " class="align-text-top noRightClick twitterSection" data=" ">

ଗୁରୁବାର, ସୁଶୀଲ ଟ୍ବିଟ୍ କରି କହିଛନ୍ତି, ସେ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ସୂଚନାଥାଉକି, ରାହୁଲ ଗାନ୍ଧୀ ଏପ୍ରିଲ 13 ତାରିଖରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେଇ ସବୁ ମୋଦି ଚୋର ବୋଲି କହିଥିଲେ । ଯାହାକୁ ନେଇ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Intro:Body:

ଭଦ୍ରକରେ ନିର୍ବାଚନୀ ତାତି, ଚାଲିଛି ଡୋର ଟୁ ଡୋର କ୍ୟାମ୍ପେନିଂ 

ଭଦ୍ରକ: ପାରଦ 40 ଡିଗ୍ରୀ ଉପରେ। ଏହା ମଧ୍ୟରେ ଭଦ୍ରକ ଲୋକସଭା ଆସନରୁ ଲଢୁଥିବା ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର ଜୋର ଧରିଛି । ପ୍ରଥମଥର ପାଇଁ ବିଜେଡି ପକ୍ଷରୁ ଭଦ୍ରକ ଲୋକସଭା ଆସନ ପାଇଁ ଜଣେ ମହିଳା ମଞ୍ଜୁଲତା ମଣ୍ଡଳ ପ୍ରାର୍ଥିନୀ ହୋଇଛନ୍ତି। 

ସେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ତିହିଡ଼ି ବ୍ଲକ ଚେୟାରମ୍ୟାନ ବିଦ୍ୟୁତଲତା ନାୟକଙ୍କ ସମେତ ବିଭିନ୍ନ କର୍ମୀଙ୍କୁ ଧରି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ଏହି କ୍ରମରେ ତିହିଡ଼ି ବ୍ଲକ ଅନ୍ତର୍ଗତ 13ଟି ପଞ୍ଚାୟତର କର୍ମୀଙ୍କୁ ନେଇ କୁବେରା କାଳି ପଡିଆରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। 

ଚଳିତଥର ନିର୍ବାଚନରେ ଦଳର ପ୍ରଦର୍ଶନ କିପରି ହେବ, ସେ ନେଇ ଆମ ଟିମ ମଞ୍ଜୁଲତାଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ସିଧାସଳଖ ଆଲୋଚନା କରିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.