ETV Bharat / elections

ସୂର୍ଯ୍ୟନାରାୟଣ ପାତ୍ର ହେଲେ ବାଚସ୍ପତି - BJP

ନୂଆ ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୂର୍ଯ୍ୟନାରାୟଣ ପାତ୍ର । ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମୁଖ୍ୟମନ୍ତ୍ରୀ ସୂର୍ଯ୍ୟଙ୍କ ନାମ ଆଗତ କରିଥିଲେ ।

ଫାଇଲ ଫଟୋ
author img

By

Published : Jun 1, 2019, 11:39 AM IST

ଭୁବନେଶ୍ବର: ଷୋଡଶ ବିଧାନସଭାର 22ତମ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ବିଜେଡି ନେତା ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ।

ଭିଡିଓ ସୌଜନ୍ୟ: ଚିଫ୍ ବ୍ଯୁରୋ, ଭୁବନେଶ୍ବର

ଶନିବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗୃହର ନେତା ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କ ନାଁମ ପ୍ରସ୍ତାବକୁ ଆଗତ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମସ୍ତ ବିଧାୟକ ସମର୍ଥନ କରିଥିଲେ ।

ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ଅନ୍ୟ ବିଧାୟକ ମାନେ ବାଚସ୍ପତିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ତେବେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରହିଥିଲେ ସମସ୍ତ ବିଜେପି ବିଧାୟକ ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

sdfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.