ETV Bharat / elections

ସୁନ୍ଦରଗଡର ଦୁଇଟି ବୁଥ୍‌ରେ ଆରମ୍ଭ ହେଲା ସାନି ମତଦାନ

ସୁନ୍ଦରଗଡର ଦୁଇଟି ବୁଥ୍‌ରେ ଆରମ୍ଭ ହୋଇଛି ସାନି ଭୋଟ ଗ୍ରହଣ । ସକାଳ 7ଟାରୁ ଦୁଇଟି ବୁଥ୍‌ରେ ଆରମ୍ଭ ହୋଇଛି ମତଦାନ । ସୁନ୍ଦରଗଡର ରଙ୍ଗାଢିପା ୟୁପି ସ୍କୁଲରେ 213 ନମ୍ବର ବୁଥ ଓ ବଣାଇର ଉପରପଡା କେନ୍ଦ୍ରିକେଲା ଉପ୍ରା ବିଦ୍ୟାଳୟର 129 ନମ୍ବର ବୁଥରେ ସାନି ଭୋଟ ଗ୍ରହଣ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 25, 2019, 9:16 AM IST

ରାଉରକେଲା: ସୁନ୍ଦରଗଡର ଦୁଇଟି ବୁଥ୍‌ରେ ଆରମ୍ଭ ହୋଇଛି ସାନି ଭୋଟ ଗ୍ରହଣ । ସକାଳ 7ଟାରୁ ଦୁଇଟି ବୁଥ୍‌ରେ ଆରମ୍ଭ ହୋଇଛି ମତଦାନ । ସୁନ୍ଦରଗଡର ରଙ୍ଗାଢିପା ୟୁପି ସ୍କୁଲରେ 213 ନମ୍ବର ବୁଥ ଓ ବଣାଇର ଉପରପଡା କେନ୍ଦ୍ରିକେଲା ଉପ୍ରା ବିଦ୍ୟାଳୟର 129 ନମ୍ବର ବୁଥରେ ସାନି ଭୋଟ ଗ୍ରହଣ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ 213 ନମ୍ବର ବୁଥରେ ସନ୍ଧ୍ୟା 6ଟା ଯାଏଁ ମତଦାନ ହେବାକୁ ଥିବାବେଳେ 129 ନମ୍ବର ବୁଥରେ ଅପରାହ୍ଣ 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।

ସୂଚନା ଥାଉକି, ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ ଏପ୍ରିଲ 18 ତାରିଖରେ ହୋଇଥିବା ମତଦାନ ସମୟରେ ଏହି ଦୁଇ ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଥିବାରୁ ମତଦାନକୁ ସ୍ଥଗିତ ରଖାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.