ETV Bharat / elections

ରାଜଧାନୀରେ ରାତି ୮ଟା ଯାଏଁ ଚାଲିଲା ମତଦାନ

ରାଜଧାନୀରେ 3ୟ ପର୍ଯ୍ୟାୟ ମତଦାନ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିଥିବା ଦେଖିବାକୁ ମିଳିଛି । ଭିଭିପାଟ୍‌ ମେସିନ ଗରମ ହୋଇଯିବା ଫଳରେ 1ଘଣ୍ଟା ଯାଏଁ ମତଦାନରେ ବାଧା ଉପୁଜି ଥିଲା ।

author img

By

Published : Apr 23, 2019, 9:42 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ହାଇସ୍କୁଲ ୧୯୦ ବୁଥ ନଂରେ ରାତି ୮ଟା ଯାଏ ହେଲା ମତଦାନ । ଭିଭିପାଟ୍‌ ମେସିନ ଗରମ ହେଇଯିବା ଫଳରେ 1ଘଣ୍ଟା ଯାଏଁ ମତଦାନରେ ବାଧା ଉପୁଜି ଥିଲା । ଏନେଇ ସୂଚନା ଦେଇଥିଲେ ବୁଥରେ ଥିବା ପ୍ରିଜାଇଡିଂ ଅଫିସର । ତେବେ ଅଧିକ ସଂଖ୍ୟାରେ ମତଦାତା ଆସିଥିବା କାରଣରୁ ମତଦାନ ୮ଟା ଯାଏଁ ଚାଲିଥିଲା । ଏଥର ଭୁବନେଶ୍ବରରେ ଗତବର୍ଷ ଅପେକ୍ଷା ୧୦ ପ୍ରତିଶତ ଅଧିକ ଭୋଟ ହେଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭିଭିପାଟ୍ ମେସିନ ଖରାପ ଥିବାରୁ ଅନେକ ମତଦାତା ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ । ଦୀର୍ଘ ସମୟ ଲାଇନରେ ଛିଡା ହୋଇ ମତଦାନ କରିଛନ୍ତି ରାଜଧାନୀର ଭୋଟର ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

gfdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.