ETV Bharat / elections

ବେକାରୀ ସମସ୍ୟାର ସମାଧାନ କରିବି: କାଳନ୍ଦି ସାମଲ

author img

By

Published : Apr 12, 2019, 11:42 PM IST

ଇଟିଭି ଭାରତ' ପକ୍ଷରୁ ଚାଲିଥିବା ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ତାଳଚେର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ । ସେ ନିର୍ବାଚନରେ ବିଜୟୀ ହେଲେ ନିର୍ବାଚନମଣ୍ଡଳୀରେ ବେକାରୀ ସମସ୍ୟାର ସମାଧାନ ଓ ଯୁବକଙ୍କୁ କିପରି ରୋଜଗାରକ୍ଷମ କରିହେବ ତାହା ଉପରେ କାମ କରିବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ନିର୍ବାଚନ ଜିତିଲେ କେଉଁ ନେତା କଣ କରିବେ ସେନେଇ ଲୋକଙ୍କୁ ଦେଉଛନ୍ତି ଅନେକ ପ୍ରତିଶ୍ରୃତି । ତେବେ ଏନେଇ ଇଟିଭି ଭାରତ' ପକ୍ଷରୁ ଚାଲିଥିବା ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ତାଳଚେର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ।

ସେ ନିର୍ବାଚନରେ ବିଜୟୀ ହେଲେ ନିର୍ବାଚନ ମଣ୍ଡଳୀରେ ବେକାରୀ ସମସ୍ୟାର ସମାଧାନ ଓ ଯୁବକଙ୍କୁ କିପରି ରୋଜଗାରକ୍ଷମ କରିହେବ ତାହା ଉପରେ କାମ କରିବେ ବୋଲି କହିଛନ୍ତି । ଏଥିସହ କିଭଳି ଭୂମିହୀନ ସରକାରୀ ନ୍ୟାୟ ପାଇପାରିବେ ସେନେଇ ମଧ୍ୟ ସେ କାମ କରିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଏହାଛଡା ନିଜ ହାତପାଣ୍ଠିର କିଭଳି ଉଚିତ ବିନିଯୋଗ ହେବେ ତା ଉପରେ ଅଧିକ ନଜର ଦେବେ ବୋଲି କହିଛନ୍ତି କାଳନ୍ଦି । ତେବେ ଏଥର ଦଳର ସ୍ଲୋଗାନ ରହିଛି ନୂଆ ତାଳଚେର ଗଠନ ବୋଲି ସେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.