ETV Bharat / elections

ପାରଳାଖେମୁଣ୍ଡି ଭୋଟରଙ୍କ ପାଇଁ ଆଦର୍ଶ ବୁଥ୍‌

ପାରଳାଖେମୁଣ୍ଡର ଭୋଟରଙ୍କ ପାଇଁ ରହିଛି ଏକ ଆଦର୍ଶ ବୁଥ୍‌ । ଏହି ବୁଥ ବିଷୟରେ ଇଟିଭି ଭାରତକୁ ବୁଥ୍‌ର ସମସ୍ତ ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପାରଳଖେମୁଣ୍ଡି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ରାଉତ ।

author img

By

Published : Apr 11, 2019, 4:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଏପ୍ରିଲ 11ତାରିଖ(ଗୁରୁବାର)ଠାରୁ ସାରା ଦେଶରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାକୁମ୍ଭ । ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଏବେ ପାଖାପାଖି ଶେଷ ହେବାକୁ ବସିଲାଣି । ପାରଳାଖେମୁଣ୍ଡି ଭୋଟରଙ୍କ ପାଇଁ ରହିଛି ଏକ ଆଦର୍ଶ ବୁଥ୍‌ । ଏହି ବୁଥ ବିଷୟରେ ଇଟିଭି ଭାରତକୁ ବୁଥ୍‌ର ସମସ୍ତ ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପାରଳାଖେମୁଣ୍ଡି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ରାଉତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ବୁଥ୍‌ରେ ରହିଛି ଭୋଟରଙ୍କ ପାଇଁ ସମସ୍ତ ସୁବିଧାସୁଯୋଗ । ଏହାସହ ଯାତାୟତ ଠାରୁ ଆରମ୍ଭ କରି ମତଦାନ ଦେବା ପର୍ଯ୍ୟନ୍ତ ଭୋଟରଙ୍କୁ ଯେପରି କୌଣସି ସମସ୍ୟାର ସାମ୍ନା କରିବାକୁ ନପଡେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ପ୍ରଶାସନ ପକ୍ଷରୁ । ଭୋଟରଙ୍କୁ ଘରୁ ଆଣିବାଠାରୁ ନେବା ଓ ଭୋଟ ଦେବା ଯାଏଁ ପାଦେପାଦେ ଦିଆଯାଉଛି ସହାୟତା । ନୂତନ ଭୋଟରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପାଇଁ ଦିଆଯାଉଛି ବିଶେଷ ଧ୍ୟାନ । ମତଦାନ ପ୍ରତିଶତକୁ ବଢାଇବା ରହିଛି ମୂଳଲକ୍ଷ୍ୟ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.