ETV Bharat / elections

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ଲଢେଇ ପାଇଁ ପ୍ରସ୍ତୁତ ହେଲେ ପ୍ରାର୍ଥୀ - campaign

ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବନ୍ଦ ହୋଇଛି ନିର୍ବାଚନୀ ପ୍ରଚାର । ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏନେଇ ପ୍ରସ୍ତୁତ ହୋଇସାରିଛନ୍ତି  ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Apr 21, 2019, 10:30 PM IST

ବୌଦ୍ଧ: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ରାଜନୈତିକ ଦଳ ନିଜ ନିଜ ନିର୍ବାଚନୀ ପ୍ରଚାର ବନ୍ଦ କରିଛନ୍ତି । ଏହି କ୍ରମରେ ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବନ୍ଦ ହୋଇଛି ନିର୍ବାଚନୀ ପ୍ରଚାର । ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏନେଇ ପ୍ରସ୍ତୁତ ହୋଇସାରିଛନ୍ତି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆଠମଲ୍ଲିକ ବିଧାନସଭା ନିର୍ବାଚନରେ ଚଳିତ ଥର କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନକୁ ନେଇ ମୈଦାନରେ ଓହ୍ଲାଇଥିବାବେଳେ ବିଜେପି ପ୍ରାର୍ଥୀ ମୋଦିଙ୍କ ଡବଲ ଇଞ୍ଜିନର ମ୍ୟାଜିକ କାମ କରିବ ବୋଲି ଆଶା ରଖିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଉଭୟ ବିପକ୍ଷଙ୍କୁ କାଉଣ୍ଟର କରିବାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିବାବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଏକ ରୋଡ ସୋ କରି ପ୍ରଚାର କରିଥିଲେ । ସେହିପରି ରବିବାର କଂଗ୍ରେସ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଏକ ବିଶାଳ ବାଇକ ରାଲି କରି ପ୍ରାୟ ପାଞ୍ଚଟି ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସମ୍ବଲପୁର ଲୋକସଭା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ରବିବାର ସଂଧ୍ୟାରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି । ଆସନ୍ତା ୨୩ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଏଠାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।ଏଠାରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛନ୍ତି ।

Body:ଆଠମଲ୍ଲିକ ବିଧାନସଭା ନିର୍ବାଚନରେ ଚଳିତ ଥର କଂଗ୍ରେସ, ବିଜେପି ଓ ବିଜେଡି ଦଳର କଡା ଟକ୍କର ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ସ୍ବଛ ଶାସନ କୁ ନେଇ ଲଢୁଥିବା ବେଳେ ବିଜେପି ପ୍ରାର୍ଥୀ ମୋଦିଙ୍କ ଡବଲ ଇଞ୍ଜିନର ମ୍ୟାଜିକ ହେବାନେଇ ଆଶା ରଖିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଉଭୟ ବିପକ୍ଷଙ୍କୁ କାଉଣ୍ଟର କରିବାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ଶନିବାର ବିଜେଡି ପ୍ରାର୍ଥୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀ ଙ୍କ ପାଇଁ ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ରୋଡସୋ କରି ପ୍ରଚାର କରିଥିଲେ ।ରବିବାର କଂଗ୍ରେସ ପ୍ରାର୍ଥୀ ନିଜ ସମର୍ଥନ ଙ୍କ ସହିତ ଏକ ବିଶାଳ ବାଇକ ରାଲି କରି ପ୍ରାୟ ପାଞ୍ଚଟି ପଞ୍ଚାୟତ ରେ ନିର୍ବାଚନ ପ୍ରଚାର କରିଥିଲେ ।

Conclusion:ବାଇଟ-୧-ରମେଶ ଚନ୍ଦ୍ର ସାଏ, ବିଜେଡି ପ୍ରାର୍ଥୀ
ବାଇଟ-୨-ଭାଗୀରଥି ପ୍ରଧାନ, ବିଜେପି ପ୍ରାର୍ଥୀ
ବାଇଟ-୩- ବିଜୟାନନ୍ଦ ଚାଉଳିଆ, କଂଗ୍ରେସ ପ୍ରାର୍ଥୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.