ETV Bharat / elections

‘ରାଜ୍ୟର ହକ୍‌କୁ ସର୍ବସ୍ବାନ୍ତ କରିବା ପାଇଁ କଂଗ୍ରେସ ଓ ବିଜେପି ତତ୍ପର’ - ସଂସଦ

ସଂସଦରେ ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି ଆଗକୁ ଲଢେଇ କରିବ ମଧ୍ୟ ହେଲେ ଉଭୟ କଂଗ୍ରେସ ଓ ବିଜେପି ଓଡିଶାର ହକ୍‌କୁ ସର୍ବସ୍ବାନ୍ତ କରିବା ପାଇଁ ତତ୍ପର । ଆଜି କଂଗ୍ରେସ ଓ ବିଜେଡି ଉପରେ ଏଭଳି ବର୍ଷିଛନ୍ତି ବିଜେଡିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 20, 2019, 3:37 PM IST

କଟକ: ସଂସଦରେ ବିଜେଡି ହିଁ ଓଡିଶାର ହକ ପାଇଁ ଲଢ଼ୁଛି ଓ ଲଢ଼ିବ । ସେ ପୋଲାଭରମ ପ୍ରକଳ୍ପ କଥା ହେଉ କି ମହାନଦୀ ଜଳ ବିବାଦ ପ୍ରସଙ୍ଗ । ସବୁ କଥା ସଂସଦରେ ଉତ୍ଥାପନ କରିଆସିଛି ବିଜୁ ଜନତା ଦଳ । ଯଦି ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ କଥା ପ୍ରସଙ୍ଗ ପରିସର ଭୁକ୍ତ ହୁଏ । ତେବେ ଏମାନେ କେବଳ ଓଡିଶାର ହକ୍‌ ସର୍ବସ୍ବାନ୍ତ କରିବାରେ ତତ୍ପର । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୋଲାଭରମ ପ୍ରସଙ୍ଗରେ ଯେଉଁ ପରି ଭାବରେ ବିଜେପି ଓ କଂଗ୍ରେସ ତାର ମତ ରଖିଲେ ତାହା ବେଶ୍‌ ନିନ୍ଦନୀୟ । କାରଣ ଏହି ମତ ଅନେକ ଗାଁକୁ ସର୍ବଦା ଜଳବନ୍ଦୀ କରିଲା ତାହାଦ୍ୱାରା ଓଡିଶା କିଛି ଲାଭ ପାଇଲା ନାହିଁ । ଖାଲି ପୋଲାଭରମ୍‌ ନୁହେଁ ମହାନଦୀ ପ୍ରସଙ୍ଗ ନ କହିବା ଭଲ । କାରଣ ଛତିଶଗଡ଼ରେ ବିଜେପି ସରକାର ଥିଲା ବେଳେ ଏହି ଅସୁବିଧାର ମଞ୍ଜି ପୋତିଛି ଦଳ । ଯଦି ଏହି 2 ଦଳ ମଧ୍ୟରୁ କେହି ନିର୍ବାଚିତ ହୁଅନ୍ତି ସେମାନେ କଣ ସଂସଦରେ ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ତେବେ ଆସନ୍ତା 23 ତାରିଖରେ ସ୍ପଷ୍ଟ ହୋଇଯିବ ଯେ ବିଜେଡି ହିଁ ଲୋକସଭାରେ ରାଜ୍ୟ ପାଇଁ ଲଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଭର୍ତ୍ତୃହରି ।

ତେବେ ଆସନ୍ତା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କଟକ ଲୋକସଭା ଆସନ ପାଇଁ ହେବ ତ୍ରିମୁଖୀ ଲଢେଇ। ଆଉ ଏହି ଲଢେଇରେ ମୁଁହାମୁହିଁ ହେବେ 3 ଦଳର ହେବିୱେଟ ନେତା । ବିଜେଡି ପକ୍ଷରୁ ଭର୍ତ୍ତୃହରି ମହତାବ, କଂଗ୍ରେସ ପକ୍ଷରୁ ପଞ୍ଚାନନ କାନୁନଗୋ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଡିଜି ପ୍ରକାଶ ମିଶ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ଆଜି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଧାନ ସଭା ନିର୍ବାଚନ ମଣ୍ଡଳୀ କୁ ତୋଫାନୀ ଗ୍ରସ୍ତରେ ଯାଇ ନିର୍ବାଚନୀ ପ୍ରଚାର କରିଛନ୍ତି ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବନ୍ତଳା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋର୍ଟ ମାଗିଛନ୍ତି । ବିଜେଡି ମହିଳାଙ୍କ ପାଇଁ ବହୁ ଯୋଜନା କରିଛି ବିଜୁ ସ୍ୱାସ୍ଥ୍ୟ ଯୋଜନା କରିଛନ୍ତି ଓଡ଼ିଶାର ପ୍ରଗତିରେ ବିଜେପି ବାଧକ ସାଜୁଛି ମହିଳା ମାନେହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ ତେଣୁ ବିଜେଡ଼ି ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦେଉଛି ବୋଲି ନବୀନ କହିଛନ୍ତି ଢେଙ୍କାନାଳ ଏମପି ପ୍ରାର୍ଥୀ ମହେଶ ସାହୁ ଓ ଅନୁଗୋଳ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂହ ଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ଏହା ପୂର୍ବରୁ ନବୀନ ପାଳଲହଡା ନିର୍ବାଚନ ମଣ୍ଡଳୀ ର ଖମାର କଲେଜ ପଡିଆ ରେ ସଭା କରି ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଙ୍କୁ ଭୋର୍ଟ ଦେବାକୁ ନିବେଦନ କରିଥିଲେ   ନବୀନ ଙ୍କ ଏହି ଗ୍ରସ୍ତ ସମୟରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, କାମାକ୍ଷାନଗର , ଓ  ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ମାନଙ୍କ ପାଇଁ ଭୋର୍ଟ ମାଗିଛନ୍ତି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ନୃସିଙ୍ଘ ସାହୁ , ହିନ୍ଦୋଳ ପାଇଁ ସୀମରାଣୀ ନାୟକ ଓ ଢେଙ୍କାନାଳ ସଦର ପାଇଁ ସୁଧୀର ସାମଲଙ୍କୁ ଭୋର୍ଟ ଦେବାକୁ ନିବେଦନ କରିଥିଲେ   

Byte – 1 ନବୀନ ପଟ୍ଟନାୟକ , ମୁଖ୍ୟମନ୍ତ୍ରୀ

Byte – 2 ରଜନୀକାନ୍ତ ସିଂହ , ବିଧାୟକ ପ୍ରାର୍ଥୀ ଅନୁଗୋଳ

Byte – 3 ଦୁର୍ଗ ଚରଣ ପ୍ରଧାନ, ବିଜେଡ଼ି କର୍ମୀ 

Visual On MOJO

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.