ETV Bharat / elections

ବିଧାନସଭା ଭଙ୍ଗ ପାଇଁ କ୍ୟାବିନେଟର ସୁପାରିସ

ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ରାଜ୍ଯ କ୍ୟାବିନେଟ ମହାମହିମ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ।

author img

By

Published : May 18, 2019, 7:41 PM IST

Updated : May 18, 2019, 8:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଶେଷ ହେଲା ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ। ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ କ୍ୟାବିନେଟ ବୈଠକରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ। ପରେ କ୍ୟାବିନେଟ ଏହାକୁ ମଞ୍ଜୁର ଦେବା ପରେ ପ୍ରସ୍ତାବକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇଦିଆଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସମ୍ବିଧାନିକ ନିୟମ ଅନୁସାରେ ନିର୍ବାଚନ ସରିବାପରେ ଏବଂ ଭୋଟ ଗଣତି ପୂର୍ବରୁ ଚାଲିଥିବା ସରକାର ଭଙ୍ଗ କରାଯାଇଥାଏ। ପରେ ଯେଉଁ ଦଳ ନିର୍ବାଚନରେ ବିଜୟୀ ହେବ ସେହିଦଳ ପରବର୍ତ୍ତୀ ନୂତନ ସରକାର ଗଠନ କରିବ। ସୂଚନାଯୋଗ୍ୟ ପଞ୍ଚଦଶ ବିଧାନସଭାରେ ସରକାର ଗଠନ କରିଥିବା ବିଜେଡି ଗତ 2014 ମେ 25ରେ ରାଜ୍ୟ ଶାସନତନ୍ତ୍ରର ପରିଚାଳନା ଭାର ହାତକୁ ନେଇଥିଲା ।

ଭୁବନେଶ୍ବରରୁ ତପନ ଦାଶ, ଇଟିିଭି ଭାରତ

Intro:Body:

A local court of Odisha sentenced Top Maoist leader Sabyasachi Panda to life imprisonment. Visuals will shortly be available in EB Common Share.

Conclusion:
Last Updated : May 18, 2019, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.