ETV Bharat / elections

ଭୋଟଦେଲେ ନିତେଶ ଗଙ୍ଗଦେବ ଓ ବିଧାୟକ ରବି ନାୟକ - DEOGARH

ନିତେଶ ଗଙ୍ଗଦେବ, ଦେବଗଡ ସହରର ୱାର୍ଡ ନଂ 1 ରେ ଥିବା ବୁଥ ନଂ 82ରେ ନିଜ ପରିବାର ସହ ଆସି ମତଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Apr 23, 2019, 12:05 PM IST

ସମ୍ବଲପୁର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରା ରାଜ୍ୟରେ ମତଦାନ ଚାଲିଥିବା ବେଳେ ସମ୍ବଲପୁର ଲୋକସଭା ସହ ଏହା ଅଧିନସ୍ଥ ସମସ୍ତ ବିଧାନସଭା ପାଇଁ ମଧ୍ୟ ଚାଲିଛି ମତଦାନ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ ମଧ୍ୟ ନିଜ ପରିବାର ସହ ଆସି ଭୋଟ ଦେଇଛନ୍ତି । ନିତେଶ ଦେବଗଡ ସହରର ୱାର୍ଡ ନଂ 1 ରେ ଥିବା ବୁଥ ନଂ 82ରେ ନିଜ ପରିବାର ସହ ମତଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସେହିପରି ଏହି ଲୋକସଭା ଆସନ ଅଧିନରେ ଥିବା କୁଚିଣ୍ଡା ବିଧାନସଭା ଆସନର ବିଜେପି ବିଧାୟକ ପ୍ରାର୍ଥୀ ରବି ନାୟକ ମଧ୍ୟ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି । ରବି କୁଚିଣ୍ଡା ଖଣ୍ଡକୋଟା ସ୍ଥିତ ବୁଥ୍ ନଂ 123 ରେ ନିଜ ମତଦାନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.