ETV Bharat / elections

ମକ ପୋଲିଂ ପରେ ଆରମ୍ଭ ହେଲା ମତଦାନ

ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । 2019 ସାଧାରଣ ନିର୍ବାଚନର ଆଜି(ମଙ୍ଗଳବାର) ତୃତୀୟ ପର୍ଯ୍ୟାୟ ମତଦାନ । ଏନେଇ କେନ୍ଦୁଝର ସମେତ ପୁରୀ, କଟକ,ଭୁବନେଶ୍ବର, ଅନୁଗୋଳ ଓ ସମ୍ବଲପୁରର ସମସ୍ତ ବୁଥ୍‌ରେ ଆରମ୍ଭ ହୋଇଛି ମକ ପୋଲ ।

author img

By

Published : Apr 23, 2019, 7:37 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଭୁବନେଶ୍ବର: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । 2019 ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏନେଇ କେନ୍ଦୁଝର ସମେତ ପୁରୀ, କଟକ, ଅନୁଗୋଳ,ଭୁବନେଶ୍ବର ଓ ସମ୍ବଲପୁରର ସମସ୍ତ ବୁଥ୍‌ରେ ମକ ପୋଲ ଶେଷ ହୋଇ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ସୂଚନା ଅନୁଯାୟୀ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମିଶି ପ୍ରଥମେ ମକ ପୋଲ ସୁଚାରୁ ରୂପେ ଶେଷ କରିଛନ୍ତି । କେନ୍ଦୁଝରର ଚାଲିଥିବା ମକ ପୋଲିଂରେ ବିଭିନ୍ନ ଦଳର 50 ଜଣ ଏଜେଣ୍ଟମାନେ ରହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ତେବେ ମକ ପୋଲିଂର ଗଣତି ପରେ ପୁନର୍ବାର ଇଭିଏମକୁ ସିଲ କରାଯିବ ।

ଏଥିସହ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.