ETV Bharat / elections

କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ସରିଲା ଫାଷ୍ଟ ଫେଜ୍ ଭୋଟିଂ

ସରିଲା ପ୍ରଥମ ପର୍ଯ୍ଯାୟ ନିର୍ବାଚନ। ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ। ଗୁରୁବାର ରାଜ୍ୟର 4 ଟି ଲୋକସଭା ଓ 28 ବିଧାନସଭା ଆସନ ପାଇଁ ଲଢେଇ ଚାଲିଥିବା ବେଳେ କଳାହାଣ୍ଡି ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ହୋଇଥିବା ମତଦାନ ସୁରୁଖୁରୁରେ ଶେଷ ହୋଇଛି।

author img

By

Published : Apr 12, 2019, 2:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ସରିଲା ପ୍ରଥମ ପର୍ଯ୍ଯାୟ ନିର୍ବାଚନ। ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ। ଗୁରୁବାର ରାଜ୍ୟର 4 ଟି ଲୋକସଭା ଓ 28 ବିଧାନସଭା ଆସନ ପାଇଁ ଲଢେଇ ଚାଲିଥିବା ବେଳେ କଳାହାଣ୍ଡି ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ହୋଇଥିବା ମତଦାନ ସୁରୁଖୁରୁରେ ଶେଷ ହୋଇଛି। ସମସ୍ତ ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିବା ବେଳେ ଭିଡ ଥିବା ସ୍ଥାନ ମାନଙ୍କରେ ଧାର୍ଯ୍ଯ ହୋଇଥିବା ସମୟ ପରେ ବି ଭୋଟିଂ ଜାରି ରହିଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

ତେବେ ଜିଲ୍ଲାର ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟ ଦାନ ହୋଇଥିବା ବେଳେ କେବଳ ଜୟପାଟଣା ବୁଥରେ ଭୋଟ ବର୍ଜନ କରିଥିଲେ ସ୍ଥାନୀୟ ଲୋକେ। ସ୍ଥାନୀୟ ସମସ୍ୟା ନେଇ ଏହି ଅଞ୍ଚଳରେ ଭୋଟ ବର୍ଜନ ହୋଇଥିବା ଜଣାପଡିଛି। ତେବେ ପୂର୍ବାହ୍ନ 3 ଟା ସୁଦ୍ଧା 69 ପ୍ରତିଶତ ଭୋଟିଂ ହୋଇଥିଲା। ମତଦାନ ପ୍ରତିଶତ 75 ପ୍ରତିଶତ ଟପିଥିବା ସୂଚନା ରହିଛି।

ଜିଲ୍ଲାରେ କିଭଳି ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇପାରିବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.