ETV Bharat / elections

ମୁସଲମାନ ପ୍ରୀତି: ମୋଦି-ମାୟାବତୀ ମୁହାଁମୁହିଁ - ମାୟାବତୀ

ଲଗାତାର ହାରିବା ପରେ ମାୟାବତୀ ହତାସ ହୋଇ ଯାଇଛନ୍ତି। ମାୟାବତୀ ଏବେ ବୁଡୁଥିବା ନୌକା ଭଳି ଯିଏ କି ନିଜକୁ ବଞ୍ଚାଇବାକୁ ମୁସଲମାନଙ୍କ ସହାୟତା ଲଡୁଛନ୍ତି।

ଡିଜାଇନ ଫଟୋ
author img

By

Published : Apr 9, 2019, 9:43 AM IST

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତାଙ୍କ ଆରୋପ ପ୍ରତ୍ୟାରୋପ ସେତେ ବଢିବାରେ ଲାଗିଛି । ଏହି କ୍ରମରେ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ହାରିବା ପରେ ମାୟାବତୀ ହତାସ ହୋଇ ଯାଇଥିବା ସେ କହିଛନ୍ତି । ମାୟାବତୀ ଏବେ ବୁଡୁଥିବା ନୌକା ଭଳି ଯିଏ କି ନିଜକୁ ବଞ୍ଚାଇବାକୁ ମୁସଲମାନଙ୍କ ସହାୟତା ଲଡୁଛନ୍ତି । ମାୟାବତୀଙ୍କ ଉପରେ ଆରୋପ ଲଗାଇ ମୋଦି କହିଛନ୍ତି, ଲଗାତାର ହାରିବା ପରେ ସାଧାରଣତଃ ଲୋକେ ଏପରି ହିଁ କରିଥାନ୍ତି। ସେ ମଧ୍ୟ ସେହି ରାସ୍ତା ଆପଣାଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ସେ ତଥାକଥିତ ଧର୍ମନିରପେକ୍ଷ ଲୋକଙ୍କ ଉପରେ ମଧ୍ୟ ଖୁବ୍‌ ବର୍ଷିଛନ୍ତି । ଦେଶରେ 24 ଘଣ୍ଟା ଧର୍ମନିରପେକ୍ଷର ପତାକା ନେଇ ବୁଲୁଥିବା ଲୋକଙ୍କ ପାଇଁ ସେ ଚିନ୍ତିତ ଥିବା କହିଛନ୍ତି।

ସୂଚନା ଯୋଗ୍ୟ, ରବିବାର ସହାନପୁରର ଦେବବନ୍ଦରେ ସପା-ବସପା ଏବଂ ଆରଏଲଡିତ ମେଣ୍ଟ ରାଲିରେ ସମ୍ବୋଧିତ କରି ମାୟାବତି ବିଜେପି ଏବଂ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଭାବନାରେ ବହି ବିଜେପି ସହ ଭୋଟ ନ ବାଣ୍ଟିବାକୁ ମୁସଲିମ ସମାଜକୁ ସେ ଆବେଦନ କରିଥିଲେ।

Intro:Body:

blank 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.