ETV Bharat / crime

ଝରାଫୁଲ ମୃତ୍ୟୁ ରହସ୍ୟ, OYO ଗେଷ୍ଟହାଉସରେ ସାଇଣ୍ଟିଫିକ ଟିମ୍

author img

By

Published : Jan 30, 2021, 1:31 PM IST

Updated : Jan 30, 2021, 1:49 PM IST

ଝରାଫୁଲ ମୃତ୍ୟୁର ଛାନଭିନ ଜାରି । ଗେଷ୍ଟହାଉସରେ ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ଝରାଫୁଲ ମୃତ୍ୟୁର ଛାନଭିନ, OYO ଗେଷ୍ଟହାଉସରେ ସାଇଣ୍ଟିଫିକ ଟିମ୍

ଭୁବନେଶ୍ବର:ମୟୂରଭଞ୍ଜ ଝିଅ ଝରାଫୁଲ ମୃତ୍ୟୁର ଛାନଭିନ ଜାରି । 26 ତାରିଖ ରାତିରେ ଝରାଫୁଲ ରହିଥିବା ଗେଷ୍ଟହାଉସରେ ସାଇଣ୍ଟିଫିକ ଟିମ୍‌ । ଖଣ୍ଡଗିରି ସ୍ଥିତ ଧରମବିହାରରେ ଥିବା ଶିବ ସାଇ ଗେଷ୍ଟ ହାଉସରେ ପହଞ୍ଚିଛି ସାଇଣ୍ଟିଫିକ ଟିମ ।

ଝରାଫୁଲ ମୃତ୍ୟୁ ରହସ୍ୟ

କିଭଳି ଝରାଫୁଲଙ୍କ ମୃତ୍ୟୁ ହେଲା ? ମୃତ୍ୟୁ ପଛରେ କାରଣ କଣ ? ରାତ୍ରିଯାପନ କରିଥିବା ଓୟୋ ଗେଷ୍ଟହାଉସରେ କଣ ଘଟିଥିଲା ? ଝରାଫୁଲଙ୍କୁ କିଛି ଡ୍ରଗ୍ସ ଦିଆଯାଇଥିଲା କି ? ନା ତାଙ୍କ ଅଜାଣତରେ ବୟଫ୍ରେଣ୍ଡ ରାକେଶ କିଛି ଆପତ୍ତିଜନକ ସାମଗ୍ରୀ ମିଶାଇ ଦେଇଥିଲେ । ନା କୌଣସି ନିଶା ସେବନ କରିଥିଲେ । ଏସମସ୍ତ ଘଟଣାର ରହସ୍ୟ ହଟାଇବାକୁ ପାରିପାର୍ଶ୍ବିକ ପ୍ରମାଣ ଯୋଗାଡ ପାଇଁ ଗେଷ୍ଟ ହାଉସରେ ପହଞ୍ଚିଛି ସାଇଣ୍ଟିଫିକ ଟିମ ।

ସୂଚନାଥାଉକି, ଝରାଫୁଲର ମୃତ୍ୟୁ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ରାକେଶ ଗିରଫ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 30, 2021, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.