ETV Bharat / city

ସମ୍ବଲପୁର ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନର - woman commissioner visit sambalpur

ସମ୍ବଲପୁର ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା । ମାମଲାର ତଦନ୍ତ ପାଇଁ ସମ୍ବଲପୁରରେ ମହିଳା କମିଶନର ଅଧ୍ୟକ୍ଷା ।

woman commissioner visit sambalpur
ସମ୍ବଲପୁର ଗଣଦୁଷ୍କର୍ମ ଘଟଣା
author img

By

Published : Dec 9, 2019, 9:50 PM IST

ସମ୍ବଲପୁର: ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ତଦନ୍ତ ପାଇଁ ସମ୍ବଲପୁରରେ ପହଞ୍ଚିଲେ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା । ବୁର୍ଲା ମେଡିକାଲରେ ଚିକିତ୍ସିତ ପୀଡିତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏଥିସହ ଘଟଣାସ୍ଥଳ ପରିଦର୍ଶନ କରି ଅଇଁଠାପାଲି ଥାନାରେ ତଦନ୍ତକାରୀ ଅଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସମ୍ବଲପୁର ଗଣଦୁଷ୍କର୍ମ ଘଟଣା: ତଦନ୍ତ ପାଇଁ ପହଞ୍ଚିଲେ ମହିଳା କମିଶନର

ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ସୁସ୍ଥ ହେବା ପରେ ଅଧିକ ପଚରା ଉଚୁରା କରାଯିବ ବୋଲି କହିଛନ୍ତି ମହିଳା କମିଶନର ଅଧ୍ୟକ୍ଷା । ଏହା ସହ ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରିବାକୁ ସେ ସରକାରଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି । ଏହା ସହ ପୀଡିତାଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ରେ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା। ଗଣ ଦୁଷ୍କର୍ମ ମାମଲା ର ତଦନ୍ତ ପାଇଁ ଆଜି ସେ ସମ୍ବଲପୁର ଗସ୍ତରେ ଆସି ବୁର୍ଲା ମେଡିକାଲ ରେ ଚିକିତ୍ସିତ ହେଉଥିବା ପିଡୀତଙ୍କୁ ଭେଟି ତାଙ୍କର ସ୍ୱାସ୍ଥବସ୍ଥା ପଚାରି ବୁଝିଛନ୍ତି। ଏହା ସହ ଘଟଣା ସ୍ଥଳ ପରିଦର୍ଶନ ସହ ଅଇଁଠା ପାଲି ଥାନା ଯାଇ ସେଠାରେ ତଦନ୍ତକାରୀ ଅଧିକାରୀ ଓ ଅନ୍ୟ ପୋଲିସ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି।

Body:ଆଜି ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା ପିଡ଼ିତା ଙ୍କୁ ଭେଟି ଘଟଣା ନେଇ ପଚାରିଥିଲେ।ତେବେ ପିଡ଼ିତା ନ୍କ ସ୍ୱାସ୍ଥବସ୍ଥା ଭଲ ନଥିବାରୁ ସୁସ୍ଥ ହେବା ପରେ ଅଧିକା ପଚରା ଉଚରା କରାଯିବ ବୋଲି କହିଛନ୍ତି ମହିଳା କମିଶନର ଅଧ୍ୟକ୍ଷା। ଏହା ସହ ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟ ରେ ବିଚାର କରିବାକୁ ସରକାର ଙ୍କୁ ଚିଠି କରିବେ ବୋଲି ସେ କହିଛନ୍ତି। ଏହା ସହ ପିଡୀତଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଜୀବକୁ ଵ୍ୟଵସ୍ଥା କରାଯିବ ବୋଲି ମହିଳା କମିଶନର ଅଧ୍ୟକ୍ଷା କହିଛନ୍ତି।

Conclusion:ମହିଳା କମିଶନ ର ଅଧ୍ୟକ୍ଷା ଙ୍କ ସହ ଏହି ଟିମରେ ଅତିରିକ୍ତ ଏସ ପି ବିଜୟ ବରୁଆ, ଲିଗାଲ ଆଡ଼ଭାଇଜର ଆରବିନ୍ଦ ପଟନାୟକ ପ୍ରମୂଖ ଉପସ୍ଥିତ ଥିଲେ।

ବାଇଟ-1- ମିନତୀ ବେହେରା, ଅଧ୍ୟକ୍ଷା, ମହିଳା କମିଶନ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.