ETV Bharat / city

ପାଠ ପଢିବାକୁ ମା’ ଆକଟ କରିବାରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା - ମାଆ କହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ଆଗକୁ ମ୍ୟାଟ୍ରିକ ପରୀକ୍ଷା, ପାଠ ପଢିବାକୁ ମାଆ କହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ଭବାନୀ ଫିଲ୍ଡ ଅଞ୍ଚଳରେ। ଅଧିକ ଖବର ପଢନ୍ତୁ...

ପଢିବାକୁ କହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା
ପଢିବାକୁ କହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା
author img

By

Published : Jan 13, 2020, 8:16 PM IST

ସମ୍ବଲପୁର: ଆଗକୁ ମ୍ୟାଟ୍ରିକ ପରୀକ୍ଷା, ପାଠ ପଢିବାକୁ ମାଆ କହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ଧନୁପାଲି ଥାନା ଅନ୍ତର୍ଗତ ଭବାନୀ ଫିଲ୍ଡ ଅଞ୍ଚଳରେ। ମୃତଛାତ୍ରୀ ଜଣକ ହେଲେ ଦୀପ୍ସା ପଟ୍ଟନାୟକ ।

ପଢିବାକୁ କହିବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ଆଗକୁ ମ୍ୟାଟ୍ରିକ ପରୀକ୍ଷା । ତେବେ ପରୀକ୍ଷା ନିକଟରେ ଥିଲେ ମଧ୍ୟ ଝିଅ ପଢୁନଥିବା ଜାଣି ମାଆ ଝିଅକୁ ପାଠ ପଢିବାକୁ ଆକଟ କହିଥିଲେ। ଏହାପରେ ଝିଅ ଅଚାନକ ବାଥ ରୁମକୁ ପଳାଇଥିଲେ। ସେ ଗାଧୋଇବାକୁ ଯାଇଥିବା ପରିବାର ଲୋକେ ଭାବିଥିଲେ।

ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଗାଧୁଆ ଘରୁ ନବାହାରିବାରୁ ଘର ଲୋକ ଗାଧୁଆ ଘରକୁ ଯାଇଥିଲେ। ଭିତରେ ଛାତ୍ରୀ ଜଣଙ୍କ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ଘଟଣା ପରେ ଧନୁପାଲି ପୋଲିସ ସୂଚନା ପାଇ ମୃତଦେହକୁ ଉଦ୍ଧାର କରି ବୁର୍ଲାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଗକୁ ମ୍ୟାଟ୍ରିକ ପରୀକ୍ଷା ଅଛି କହି ମା କହିବାରୁ ଛାତ୍ରୀ ଙ୍କ ଆତ୍ମହତ୍ୟା।ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭବାନୀ ଫିଲଡ଼ ଅଞ୍ଚଳରେ।Body:ମୃତ ଛାତ୍ରୀ ଜଣକ ହେଲେ ଦୀପସା ପଟ୍ଟନାୟକ। ଆଗକୁ ମ୍ୟାଟ୍ରିକ ପରୀକ୍ଷା । ତେବେ ପରୀକ୍ଷା ନିକଟରେ ଥିଲେ ମଧ୍ୟ ଝିଅ ପ୍ରସ୍ତୁତି କରିନଥିବା ଜାଣି ମା ଝିଅକୁ ପାଠ ପଢିବାକୁ କହିଥିଲେ।ତେବେ ଏଥିରେ ଝିଅ ଅଚାନକ ବାଥ ରୁମକୁ ଯାଇଥିଲେ।ସମସ୍ତେ ସେ ଗାଧେଇବାକୁ ଯାଇଥିବା ଭାବିଥିଲେ।ତେବେ ବହୁ ସମୟ ପର୍ଯ୍ୟନ୍ତ ସେ ବାଥ ରୁମରୁ ନ ବହାରିବାରୁ ଘରଲୋକ ବାଥରୁମ ଭିତରକୁ ଯାଇଥିଲେ।ବାଥ ରୁମ ଭିତରେ ଝିଅଟି ବେକରେ ଗାମୁଛା ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ।ଏହା ପରେ ଧନୁପାଲି ପୋଲିସ ସୂଚନା ପାଇ ମୃତ ଦେହକୁ ଉଦ୍ଧାର କରି ବୁର୍ଲା କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।Conclusion:ଦୀପସା ଙ୍କ ବାପା ପ୍ରଶାନ୍ତ ପଟ୍ଟନାୟକ ଜଣେ ଦୋକାନୀ ଅଟନ୍ତି।ଦୀପସା ତାଙ୍କର ସାନ ଝିଅ ଅଟନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.