ETV Bharat / city

ସେବା ପାଇଁ ସମର୍ପିତ ଡାକ୍ତର ରାମଚନ୍ଦାନି, ଆର୍ଥିକ ଅନଗ୍ରସର ଝିଅକୁ ଘରେ ରଖି କଲେ ଚିକିତ୍ସା - selfless service by the doctor of burla

ପୁଣି ନିଜର ନିଷ୍ଠାପର ରୋଗୀ ସେବାର ନିଦର୍ଶନ ଦେଇଛନ୍ତି ବୁର୍ଲାର ଡାକ୍ତର ଶଙ୍କର ରାମଚନ୍ଦାନି । କିଡନୀ ରୋଗରେ ପୀଡିତ ଥିବା ଏକ ଝିଅକୁ ନିଜ ଘରେ ରଖି ଚିକିତ୍ସା କରିଛନ୍ତି ସମାଜସେବୀ ଡାକ୍ତର ରାମଚନ୍ଦାନି । ଅଧିକ ପଢନ୍ତୁ...

selfless service by the doctor of burla
ସେବା ପାଇଁ ସମର୍ପିତ ଡାକ୍ତର ରାମଚନ୍ଦାନି, ଆର୍ଥିକ ଅନଗ୍ରସର ଝିଅକୁ ଘରେ ରଖି କଲେ ଚିକିତ୍ସା
author img

By

Published : Apr 10, 2020, 9:58 AM IST

Updated : Apr 10, 2020, 10:25 AM IST

ସମ୍ବଲପୁର: ପୁଣି ନିଜର ନିଷ୍ଠାପର ରୋଗୀ ସେବାର ନିଦର୍ଶନ ଦେଇଛନ୍ତି ବୁର୍ଲାର ଡାକ୍ତର ଶଙ୍କର ରାମଚନ୍ଦାନି । କିଡନୀ ରୋଗରେ ପୀଡିତ ଥିବା ଏକ ଝିଅକୁ ନିଜ ଘରେ ରଖି ଚିକିତ୍ସା କରିଛନ୍ତି ସମାଜସେବୀ ଡାକ୍ତର ରାମଚନ୍ଦାନି ।

ସେବା ପାଇଁ ସମର୍ପିତ ଡାକ୍ତର ରାମଚନ୍ଦାନି, ଆର୍ଥିକ ଅନଗ୍ରସର ଝିଅକୁ ଘରେ ରଖି କଲେ ଚିକିତ୍ସା

ସମ୍ବଲପୁର ବୁର୍ଲା ନିକଟସ୍ଥ ଚାରପାଲି ଗ୍ରାମର ରୂପାଲି ନାମକ ଏକ ଝିଅ ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ରହିଛନ୍ତି । ଏହି ରୋଗର ପ୍ରଭାବରେ ତାଙ୍କର ଗୋଡ଼ ହାତ ମଝି ମଝିରେ ଫୁଲି ଯାଉଥିବାରୁ ତାଙ୍କୁ ବୁର୍ଲା ଆସି ଚିକିତ୍ସିତ ହେବାକୁ ପଡେ । ତେବେ ବର୍ତ୍ତମାନ କୋଭିଡ 19 ସମୟରେ ଅଧିକ ସଂକ୍ରମଣର ଭୟ ଥିବାରୁ ରୂପାଲିକୁ ନିଜ ଘରକୁ ନେଇ ଚିକିତ୍ସା କରିବାକୁ ପଡିଲା ବୋଲି ଡାକ୍ତର କହିଛନ୍ତି ।

selfless-service-by-the-doctor-of-burla
selfless-service-by-the-doctor-of-burla
selfless-service-by-the-doctor-of-burla
selfless-service-by-the-doctor-of-burla

ମୁଖ୍ୟତଃ ଏହି ରୋଗୀଙ୍କ ରୋଗ ପ୍ରତିଶୋଧକ ଶକ୍ତି କମ ରହୁଥିବାରୁ ଏହି ସମୟରେ ତାଙ୍କୁ ଘରେ ରଖି ଚିକିତ୍ସା କରିବାର ଆବଶ୍ୟକତା ଥିଲା ବୋଲି ଡାକ୍ତର ରାମଚନ୍ଦାନି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Apr 10, 2020, 10:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.