ETV Bharat / city

ଜିଲ୍ଳାପାଳଙ୍କ ନାଁରେ ଫେକ ଫେସବୁକ ଆଇଡି - sambalpur collector's fake facebook id

ସମ୍ବଲପୁର ଜିଲ୍ଳାପାଳଙ୍କ ନାଁରେ ଫେକ ଫେସବୁକ ଆଇଡି । ଯାହାକୁ ସ୍ବୀକାର କରିଛନ୍ତି ଖୋଦ ଜିଲ୍ଳାପାଳ ଶୁଭମ ସାକ୍ସେନା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 27, 2019, 7:53 PM IST

ସମ୍ବଲପୁର: କୌଣସି ସାଧାରଣ ନାଗରିକ ନୁହଁନ୍ତି, ଖୋଦ ସମ୍ବଲପୁର ଜିଲ୍ଳାପାଳଙ୍କ ନାଁରେ ଖୋଲାଯାଇଛି ଫେକ ଫେସବୁକ ଆଇଡି । ଯାହାକୁ ନିଜେ ସ୍ବୀକାର କରିଛନ୍ତି ଜିଲ୍ଳାପାଳ ଶୁଭମ ସାକ୍ସେନା। ଏଥିପାଇଁ ସେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

ସମ୍ବଲପୁର ଜିଲ୍ଳାପାଳଙ୍କ ନାଁରେ ଫେକ ଫେସବୁକ ଆଇଡି

ନିଜ ନାଁରେ ଫେକ ଫେସବୁକ ଆଇଡି ଥିବା ଜାଣି ସେ ଏସପିଙ୍କୁ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ତାଙ୍କ ନାମରେ ଜଣେ ଫେକ ଫେସବୁକ ଆଇଡି କରି ଗିରଫ ହୋଇଛି। କିଛି ଦିନ ତଳେ ପାଟଣାଗଡର ବିଧାୟକ ସରୋଜ ମେହେରଙ୍କ ନାମରେ ଫେକ ଆଇଡି ଖୋଲି ଜଣେ ଯୁବକ ଗିରଫ ହୋଇଥିଲା।

ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଳାପାଳ ନ୍କ ନାଁରେ ଫେକ ଫେସବୁକ ଆଇ ଡି। ସମ୍ବଲପୁର ଜିଲ୍ଳାପାଳ ଏହା ନିଜେ ସ୍ୱୀକାର କରିଛନ୍ତି।ଏଥିପାଇଁ ସେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

Body:ସମ୍ବଲପୁର ଜିଲ୍ଳାପାଳ ଙ୍କ ନାଁରେ ରହିଛି ଫେକ ଫେସବୁକ ଆଇଡି।ଏହା ନିଜେ ସମ୍ବଲପୁର ଜିଲ୍ଲାପାଳ ସ୍ୱୀକାର କରିଛନ୍ତି।ଏଥିପାଇଁ ସେ ଲୋକଙ୍କୁ ସାବଧାନ ରହିବାକୁ କହିଛନ୍ତି।ପୂର୍ବରୁ ମଧ୍ୟ କେହି ଜଣେ ଫେକ ଆଇ ଡି କରି ଗିରଫ ହୋଇସାରିଛି।

Conclusion:ଏଥିପାଇଁ ସେ ସମ୍ବଲପୁର ଏସପି ଙ୍କୁ ଅଭିଯୋଗ କରିଥିବା ସମ୍ବଲପୁର ଜିଲ୍ଳାପାଳ କହିଛନ୍ତି।

ବାଇଟ-1-ଶୁଭମ ଶକସେନା, ଜିଲ୍ଳାପାଳ, ସମ୍ବଲପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.