ETV Bharat / city

ସମ୍ବଲପୁର ସିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Oct 20, 2019, 4:58 AM IST

ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରସଙ୍ଗରେ ସମ୍ବଲପୁର ସିଏସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପ୍ରତ୍ୟେକ ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରସଙ୍ଗରେ ସମ୍ବଲପୁର ସିଏସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଠାରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା 21ତାରିଖରେ ସିଏସି ଅଧିନସ୍ଥ ସମସ୍ତ ବାର ଆସୋସିଏସନ ଏକା ସାଙ୍ଗରେ ଗୋଟିଏ ଓକିଲାତନାମା ଦାଖଲ କରିବେ । ଏହାସହ ଶନିବାର ଏକ 9 ଜଣିଆ ସୋ କଜ ଡ୍ରାଫ୍ଟ କମିଟି ଗଠିତ ହୋଇଛି । ଏହି କମିଟି ହାଇକୋର୍ଟ ତରଫରୁ ଆସିଥିବା ସୋ କଜ ନୋଟିସର ଉତ୍ତର ରଖିବା ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବ । ଯାହାକୁ ସିଏସି ଅଧୀନସ୍ଥ ସମସ୍ତ ବାର ଆସୋସିସନରେ ଗୃହୀତ କରାଯିବ । ଏହାପରେ ଡ୍ରାଫ୍ଟ ବା ଜଏଣ୍ଟ ଆଫିଡେଭିଟକୁ ହାଇକୋର୍ଟରେ ଦାଖଲ କରାଯିବ ବୋଲି ସମ୍ବଲପୁର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:କୋର୍ଟ ଅବମାନନା ନେଇ ହାଇକୋର୍ଟର ବାର ଆସୋସିଏସନ ନେଇ ନୋଟିସ ପ୍ରସଙ୍ଗ।ଆଜି ଏହି ପ୍ରସଙ୍ଗ ନେଇ ସମ୍ବଲପୁର ରେ ସିଏସି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି।ଏଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Body:ଏହି ବୈଠକରେ ନିଷ୍ପତ୍ତି ନୂଆଯାଇଛି ଯେ ଆସନ୍ତା 21 ତାରିଖରେ ସିଏସି ଅଧିନସ୍ଥ ସମସ୍ତ ବାର ଆସୋସିଏସନ ଏକାସାଙ୍ଗରେ ଗୋଟିଏ ବକାଲଲନାମା ଦାଖଲ କରିବେ।ଏହା ପରେ ଆଜି ଏକ 9 ଜଣିଆ ସୋ କଜ ଡ୍ରାଫ୍ଟ କମିଟି ଗଠିତ ହୋଇଛି।ଏହି କମିଟି ହାଇକୋର୍ଟ ତରଫରୁ ଆସିଥିବା ସୋ କଜ ନୋଟିସ ର ଉତ୍ତର ରଖିବା ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବ।ଏହାକୁ ସିଏସି ଅଧୀନସ୍ଥ ସମସ୍ତ ବାର ଆସୋସିସନ ରେ ଗୃହୀତ କରାଯିବା।

Conclusion:ଏହାପରେ ଏହି ଡ୍ରାଫ୍ଟ ବା ଜଏଣ୍ଟ ଆପିଦେବଟକୁ ହାଇକୋର୍ଟ ରେ ଦାଖଲ କରାଯିବ ବୋଲି କୁହାଯାଇଛି।

ବାଇଟ-1-ଅଶୋକ ଦାସ,ଆବାହକ, ସିଏସି।
ବାଇଟ-2-ବିଜିତେନ୍ଦ୍ରୀୟ ପ୍ରଧାନ, ସଭାପତି,ସମ୍ବଲପୁର ଓକିଲ ସଙ୍ଘ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.